ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ନଦୀକୁ ଖସିପଡ଼ିଲା ଟ୍ରାକ୍ଟର, ୧୧ ମୃତ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଖଣ୍ଡୱାରେ ଅଘଟଣ । ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ନଦୀକୁ ଟ୍ରାକ୍ଟର ଖସି ୧୧ ମୃତ । ଟ୍ରାକ୍ଟର ଡାଲାରେ ମୂର୍ତ୍ତି ସମେତ ୧୪ରୁ ଅଧିକ ଲୋକ ଉପସ୍ଥିତ ରହି ବିସର୍ଜନ ପାଇଁ ପ୍ରସ୍ତୁତ ହେଉଥିଲେ ।…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଖଣ୍ଡୱାରେ ଅଘଟଣ । ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ନଦୀକୁ ଟ୍ରାକ୍ଟର ଖସି ୧୧ ମୃତ । ଟ୍ରାକ୍ଟର ଡାଲାରେ ମୂର୍ତ୍ତି ସମେତ ୧୪ରୁ ଅଧିକ ଲୋକ ଉପସ୍ଥିତ ରହି ବିସର୍ଜନ ପାଇଁ ପ୍ରସ୍ତୁତ ହେଉଥିଲେ ।…
ଇସ୍ରାଏଲ: ଇସ୍ରାଏଲ ଗୁରୁବାର ଗାଜା ଷ୍ଟ୍ରିପରେ ଆଉ ଏକ ବଡ଼ ବିମାନ ଆକ୍ରମଣ କରିଛି । ନାସେର ହସ୍ପିଟାଲ ଅଧିକାରୀଙ୍କ ଅନୁଯାୟୀ, ବୁଧବାର ରାତିରୁ ଗୁରୁବାର ପର୍ଯ୍ୟନ୍ତ ଗାଜାରେ ଇସ୍ରାଏଲୀ ଆକ୍ରମଣ ଏବଂ ଗୁଳିମାଡରେ ଅତି କମରେ ୪୦ ପାଲେଷ୍ଟାଇନୀଙ୍କ ମୃତ୍ୟୁ…
ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଲମ୍ବା ସମୟ ଧରି ବିମାନ ସେବା ବନ୍ଦ ରହିଥିଲା । ଯାହା ପୁଣି ଆରମ୍ଭ ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବାରୁ ଏହି ପଦକ୍ଷେପ ନିଆଯାଇଛି । ଭାରତ…
ଫ୍ରାନ୍ସ : ଆମେରିକା ପରେ ଫ୍ରାନ୍ସରେ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି ରହିଛି । ପ୍ରଦର୍ଶନକାରୀ ଖର୍ଚ୍ଚକାଟକୁ ବିରୋଧ କରି ଧନୀଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଇବାକୁ ଦାବି କରିଛନ୍ତି । ଫଳରେ ପ୍ରଦର୍ଶନ ଯୋଗୁଁ ପ୍ୟାରିସର ପ୍ରସିଦ୍ଧ ଆଇଫିଲ ଟାୱର…
ଚୌଦ୍ବାର: ଜେଲ୍ କାନ୍ଥ ଡେଇଁ କଏଦୀ ଫେରାର । ବାଉଁଶ ସାହାଯ୍ୟରେ କଟକ ଚୌଦ୍ବାର ଜେଲ୍ ରୁ ୨ ଡକାୟତ ଫେରାର ହୋଇଯାଇଛନ୍ତି । ଜେଲ ସେଲ୍ କାଟି ଫେରାର ହୋଇଯାଇଛନ୍ତି ୨ ବିହାରୀ ଡକାୟତ । ପାଣିକୋଇଲି ଅଞ୍ଚଳର ଏକ…
ଗଜପତି : ଧସିଲା ପାହାଡ଼, ଭାସିଗଲା ପୋଲ । ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ନିଖୋଜ ହୋଇଯାଇଛନ୍ତି ବାପ-ପୁଅ । ପେକେଟ ଗାଁର ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ତାଙ୍କ ପୁଅ…
ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ । ଏକ ମାସ ଧରି ସ୍ବତନ୍ତ୍ର ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ହୋଇଥାଏ । ଏହି ବେଶ…
ଭୁବନେଶ୍ୱର : ଭସାଣିରେ ମଦ ବିକ୍ରି ଉପରେ କଟକଣା । ମଦ ଦୋକାନ ଖୋଲିଲେ ନିଆଯିବ କାର୍ଯାନୁଷ୍ଠାନ । ବେଆଇନ ଚୋରା ମଦ ବିକ୍ରି ଉପରେ ରହିବ କଡ଼ା ନଜର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ରହିବ ମଦ ଦୋକାନ…
ଢେଙ୍କାନାଳ: ଭୁଶୁଡ଼ି ପଡିଲା ଲାଇଟ୍ ଗେଟ୍ । ପ୍ରବଳ ବର୍ଷା ପବନରେ ଢେଙ୍କାନାଳ ସହରରେ ଲାଇଟ୍ ଗେଟ୍ ଭୁଶୁଡ଼ି ପଡ଼ିଛି । ଦକ୍ଷିଣକାଳୀଠାରେ ରାସ୍ତା ଉପରେ ଭାଙ୍ଗି ପଡିଛି । ତେବେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ…
ଭୁବନେଶ୍ୱର : ଫିକା ପଡ଼ିଲା ପୂଜା ମଉଜ । ରାଜଧାନୀରେ ଦୁର୍ଗା ପୂଜା ବୁଲିବା ବେଳେ ମୋବାଇଲ, ଟଙ୍କା, ବ୍ୟାଗ୍ ଓ ଅଳଙ୍କାର ଲୁଟ୍ । ପାଖାପାଖି ୫୦୦ରୁ ଅଧିକ ମୋବାଇଲ ଏବଂ ୧୦୦ ରୁ ଅଧିକ ଅଳଙ୍କାର ଛିନତାଇ ଅଭିଯୋଗ…