ପାକିସ୍ତାନୀଙ୍କ ସହ ଓ୍ବାଙ୍ଗଚୁକଙ୍କ ଲିଙ୍କ୍ ରହିଛି: ଡିଜିପି
ଲଦାଖ: ଲଦାଖ ହିଂସାରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଲୋକଙ୍କୁ ଉସୁକାଇବା ଅଭିଯୋଗରେ ଗିରଫ ହୋଇଥିବା ସାମାଜିକ କର୍ମୀ ସୋନମ ଓ୍ବାଙ୍ଗଚୁକଙ୍କର ଜଣେ ପାକିସ୍ତାନୀ ପିଆଇଓଙ୍କ ସହିତ ଲିଙ୍କ୍ ରହିଥିବା କହିଛନ୍ତି ଲଦାଖ ଡିଜିପି ଡ. ଏସ.ଡି. ସିଂହ ଜାମଓ୍ବାଲ। ଗତ…
