ବୃଦ୍ଧଙ୍କୁ କଚାଡି ମାରି ଦେଲା ଦନ୍ତା
ଚମ୍ପୁଆ: ଚମ୍ପୁଆ ବନାଞ୍ଚଳରେ ଗୋଠଛଡା ଦନ୍ତାଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତ ଯୋଡା ପୋଖରୀ ଗ୍ରାମର ନରୋତ୍ତମ ମହାନ୍ତ, ଏବଂ ତାଙ୍କ ବୟସ ୬୫ ବୋଲି ଜଣାପଡିଛି…
ଚମ୍ପୁଆ: ଚମ୍ପୁଆ ବନାଞ୍ଚଳରେ ଗୋଠଛଡା ଦନ୍ତାଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତ ଯୋଡା ପୋଖରୀ ଗ୍ରାମର ନରୋତ୍ତମ ମହାନ୍ତ, ଏବଂ ତାଙ୍କ ବୟସ ୬୫ ବୋଲି ଜଣାପଡିଛି…
ସମ୍ବଲପୁର: ପବିତ୍ର ମହାଳୟା ତିଥି ଅବସରରେ ସମ୍ବଲପୁର ମହାନଦୀର ପଠାରେ ଥିବା ବାଲୁଙ୍କେଶ୍ୱର ଘାଟରେ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ କାଳରୁ ଏହି ଘାଟରେ ତିଳ ତର୍ପଣର କାର୍ଯ୍ୟକ୍ରମ ଚାଲି ଆସୁଥିବା ବେଳେ ରବିବାର…
ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣାର ବହୁ ପ୍ରତିକ୍ଷୀତ ଶୌଚାଳୟ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରଦୀପ କୁମାର ଦିଶାରୀଙ୍କ ଦ୍ଵାରା ଗତ ୧୪ତାରିଖରେ ଉଦ୍ଘାଟନ ହେବା ୫ଦିନ ପରେ ଆଉ ଏକ ସୂଚନା ଫଳକ ଲଗାଯିବା ଅନୁଦାନ ଅର୍ଥ ବିନିଯୋଗକୁ ନେଇ ସାଧାରଣରେ ସନ୍ଧେହ…
ଭୁବନେଶ୍ବର: ଆସୁଛି ଆଉ ୩ଟି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, କାରଣ, ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳ ଉପରେ ସମୁଦ୍ର ପତ୍ତନଠାରୁ…
ଆମେରିକା : ଚୀନ ସହ ଟ୍ରମ୍ପଙ୍କ Tik Tok ଡିଲ୍ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ସହ ଟେଲିଫୋନରେ ଆଲୋଚନା କରିଛନ୍ତି । ଆଲୋଚନାରେ ଟିକଟକ ଡିଲକୁ ଜିନପିଙ୍ଗ ଅନୁମୋଦନ ଦେଇଛନ୍ତି । ସୂଚନାନୁଯାୟୀ, ଚୀନ…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଛିନ୍ଦବାଡା ଜିଲ୍ଲାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏପରି ଘଟଣା ଗତକାଲି ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା । ବେତୁଲ ରାଜପଥରେ ଏକ ଚାରିଚକିଆ ଗାଡ଼ି ନିୟନ୍ତ୍ରଣ ହରାଇ କୂଅରେ ପଡିଯାଇଥିଲା । ଏହି ଘଟଣାରେ ୩…
ବିହାର : ବିହାର ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ରାଜନୀତି ସରଗରମ ରହିଛି । ବିଜେପି ଏନଡିଏ ଗଠବନ୍ଧନ ଏବଂ ତେଜସ୍ବୀଙ୍କ ନେତୃତ୍ୱରେ ମହାଗଠବନ୍ଧନ ସିଟ୍ ଭାଗ ବଣ୍ଟାକୁ ନେଇ ଲଗାତାର ବୈଠକ ହେଉଛି। ଏହାରି ଭିତରେ ବିହାରର କେନ୍ଦ୍ରମନ୍ତ୍ରୀ ଏବଂ…
ଜମ୍ମୁ କଶ୍ମୀର : ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଗୁଳିବିନିମୟରେ ଜଣେ ସେନା ଯବାନ ସହିଦ ହୋଇଛନ୍ତି । ଏହି ଗୁଳିବିନିମୟରେ ତିନିରୁ ଚାରି ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଏନକାଉଣ୍ଟରରେ ଫସି ରହିଥିବା ଅନୁମାନ କରାଯାଉଛି । ସେହିପରି କିସ୍ତୱାରରେ…
ମୁମ୍ବାଇ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଆଜି ଦିନ ଶେଷ ହୋଇଛି । ଶିଲଫାଟା ଏବଂ ଘନସୋଲି ମଧ୍ୟରେ ୪.୮୮ କିଲୋମିଟର ଲମ୍ବର ଏକ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ…
ମୁମ୍ବଇ: ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଲିଉଡର ଲୋକପ୍ରିୟ ପ୍ରଚ୍ଛଦପଟ ଗାୟକ ଜୁବିନ ଗର୍ଗ ପ୍ରାଣ ହରାଇଥିବା ଜଣାପଡିଛି। ଆସନ୍ତା ୨୦ ଓ ୨୧ରେ ଅନୁଷ୍ଠିତ ହେବାକୁ ଥିବା ‘ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ’ରେ ଅଂଶଗ୍ରହଣ କରିବାକୁ ୫୨…