2025

ଟ୍ରେନ୍ ଟଏଲେଟ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର : ଭୁବନେଶ୍ଵର ରେଳଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍ ଟଏଲେଟ୍‌ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ୍ ପୁରୁଷୋତ୍ତମ ଏକ୍ସପ୍ରେସ୍ ଶୌଚାଳୟରୁ ଏହି ମୃତଦେହକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଆଜି ସକାଳେ ସଫେଇ…

ଅକ୍ଟୋବର ୪ ଓ ୫ରେ ହେବ ପୁଲିସ ଏସଆଇ ପରୀକ୍ଷା

ଭୁବନେଶ୍ୱର : ଅକ୍ଟୋବର ୪ ଓ ୫ରେ ହେବ ପୁଲିସ ଏସଆଇ ପରୀକ୍ଷା। ଓଏମଆର୍‌ ସିଟ୍‌ ଜରିଆରେ ଲିଖିତ ପରୀକ୍ଷା ହେବ। ଏସଆଇ ରାଙ୍କ୍‌ର ସମସ୍ତ ସିପିଏସଇ-୨୦୨୪ ପରୀକ୍ଷା ହେବ। ଏନେଇ ଶନିବାର ଓଡିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି…

ଧସିଲା ନାଗାବଳୀ ନଦୀର ନିର୍ମାଣାଧୀନ ପଥର ପ୍ୟାକିଙ୍ଗ୍‌

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଦୁଇଟି ନଦୀ ନାଗାବଳୀ ଓ କଲ୍ୟାଣୀ ନଦୀରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପଥର ପ୍ୟାକିଂ ଧସି ଯାଇଥିବା ଦେଖିବାକୁ ମିଳିଛି। ନାଗାବଳୀ ଓ କଲ୍ୟାଣୀ ନଦୀରେ ତଟରେ ଥିବା ଗ୍ରାମଗୁଡିକର…

ଡିସେମ୍ବରରେ ଭାରତ ଆସିବେ ପୁଟିନ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବରରେ ଭାରତ ଗସ୍ତରେ ଆସିବେ। କ୍ରେମଲିନର ବରିଷ୍ଠ ଅଧିକାରୀ ୟୁରି ଉଶାକୋଭ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୁଟିନ ସୋମବାର ଚୀନରେ ଅନୁଷ୍ଠିତ ହେବାକୁ ଥିବା…

୨୦ ବର୍ଷରୁ ଅଧିକ ଜେଲ୍‌ରେ ଥିବା ବନ୍ଦୀଙ୍କୁ ମୁକ୍ତି ପ୍ରସଙ୍ଗ: ପୁନର୍ବିଚାର ପାଇଁ ଏସଏସଆରବିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷରୁ ଅଧିକ ସମୟ ଧରି କୋରାପୁଟ ଜେଲ୍‌ରେ ବନ୍ଦୀ ଥିବା ନନ୍ଦୁ ପାଙ୍ଗିଙ୍କ ଦଣ୍ଡ ଅବଧିର ସମୟ ପୂର୍ବରୁ ମୁକ୍ତି ପ୍ରସଙ୍ଗରେ ବିଚାର କରିବାକୁ ଏସଏସଆରବି(ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ)କୁ ହାଇକୋର୍ଟ…

ଓଡ଼ିଶା ରାଜ୍ୟ ବାର ପରିଷଦର କଡ଼ା ନିର୍ଦ୍ଦେଶ: ଲାଭ ଜନକ ପଦବୀରେ ଥିବା ସଦସ୍ୟଙ୍କ ଲାଇସେନ୍ସ ରଦ୍ଦ ହେବ

କଟକ: ଓଡ଼ିଶା ରାଜ୍ୟ ବାର ପରିଷଦ ପକ୍ଷରୁ ଆଇନଜୀବୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ପରିଷଦ ପକ୍ଷରୁ କୁହାଯାଇଛି, ଲାଭ ଜନକ ପଦବୀରେ ଥିବା ଆଇନଜୀବୀଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରାଯିବ। ପରିଷଦ ନିଷ୍ପତ୍ତି…

ଚନ୍ଦ୍ରଯାନ-୫ ମିସନ ପାଇଁ ହାତ ମିଳାଇବେ ଇସ୍ରୋ ଓ ଜାପାନୀ ମହାକାଶ ସଂସ୍ଥା

ଟୋକିଓ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚନ୍ଦ୍ରଯାନ-୫ ମିଶନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଜାପାନ ଏରୋସ୍ପେସ୍ ଅନୁସନ୍ଧାନ ସଂସ୍ଥା (ଜାକ୍ସା) ମଧ୍ୟରେ ସହଯୋଗ ଘୋଷଣା କରିଛନ୍ତି। ମୋଦୀ କହିଛନ୍ତି ଯେ ଆମେ ଚନ୍ଦ୍ରଯାନ-୫ ମିଶନ…

ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା ; ସରକାରଙ୍କ ବଡ ଘୋଷଣା

ପାଟନା : ମହିଳାଙ୍କ ପାଇଁ ବଡ ଘୋଷଣା। ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨୯ ଅଗଷ୍ଟରେ ଏକ ବଡ ଘୋଷଣା କରିଛନ୍ତି । ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି…

ରାସ୍ତା ମଝିରେ ଖଣ୍ଡା ଧରି ଗଟକା ପ୍ରଦର୍ଶନ କରୁଥିବା ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା କଲା ଆମେରିକା ପୁଲିସ

ୱାଶିଂଟନ ଡିସି: ଆମେରିକାରୁ ଜଣେ ୩୫ ବର୍ଷୀୟ ଶିଖ୍ ଯୁବକଙ୍କୁ ଗୁଳି ମାରି ହତ୍ୟା କଲା ଆମେରିକା ପୁଲିସ। ଆମେରିକା ଲସ୍ ଆଞ୍ଜେଲସ୍‌ରେ ଯୁବକ ଜଣଙ୍କ ରାସ୍ତା ମଝିରେ ପ୍ରାଚୀନ ସାମରିକ କଳା ଗଟକାର ପ୍ରଦର୍ଶନ କରୁଥିବା ସସମୟରେ ପୁଲିସକୁ ଆକ୍ରମଣ…

ପ୍ରଥମ ଥର ଯୁଦ୍ଧରେ ସି-ଡ୍ରୋନ ବ୍ୟବହାର କଲା ଋଷିଆ, ବୁଡାଇ ଦେଲା ୟୁକ୍ରେନର ଯୁଦ୍ଧପୋତ

ମସ୍କୋ ୨୯।୮: ୟୁକ୍ରେନ ବିପକ୍ଷରେ ଜାରି ଯୁଦ୍ଧରେ ଋଷିଆ ପ୍ରଥମ ଥର ସମୁଦ୍ର ଡ୍ରୋନ ବ୍ୟବହାର କରିଛି। ଏଥିରେ ୟୁକ୍ରେନ ନୌସେନାର ସବୁଠୁ ବଡ଼ ଯୁଦ୍ଧପୋତକୁ ବୁଡାଇ ଦିଆଯାଇଛି। ଋଷିଆ ଦାବି କରିଛି ଯେ ଯୁଦ୍ଧରେ ସି-ଡ୍ରୋନ ବ୍ୟବହାର କରି ୟୁକ୍ରେନ…