୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଦାବିରେ ୨୭୦ କିଲୋମିଟର ପଦଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇବେ ଯୁବକ
ବାରଙ୍ଗ: ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଦାବିରେ ୨୭୦ କିଲୋମିଟର ପଦଯାତ୍ରା । ଏଥିସହ ବିଭିନ୍ନ ଦାବି ନେଇ ଚାଲିଚାଲି ଦେବଗଡ଼ରୁ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି ଯୁବକ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇବେ ଡେବଗଡର ଅର୍ଣ୍ଣବ ପଣ୍ଡା । ଗତ…
