2025

‘ଅନ୍‌ଲାଇନ ଗେମ୍‌’ ନେଲା ଅଷ୍ଟମ ଶ୍ରେଣୀର ଛାତ୍ରର ଜୀବନ

ବାଲେଶ୍ବର: ଅନ୍‌ଲାଇନ ଗେମ୍‌ ଖେଳିବାକୁ ମନା କରିବାରୁ ଝୁଲିପଡ଼ିଲେ ଛାତ୍ର । ବାଥରୁମ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଅଷ୍ଟମ ଶ୍ରେଣୀର ଛାତ୍ର । ଅନଲାଇନ ଗେମ୍ ଖେଳକୁ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି…

ଏଣିକି ସମସ୍ତ ସରକାରୀ ଅଫିସରେ ଏଆଇ କ୍ୟାମେରା ଲାଗିବ

ଭୁବନେଶ୍ୱର: ଏଣିକି ସବୁ ସରକାରୀ ଅଫିସରେ ଲାଗିବ ଏଆଇ କ୍ୟାମେରା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ ହୋଇଛି। ଏହି ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ…

ସ୍ୱାଧୀନତା ଦିବସରେ କିଏ କେଉଁଠାରେ କରିବେ ଜାତୀୟ ପତାକା ଉତ୍ତୋଳନ

ଭୁବନେଶ୍ବର: ଆଉ ମାତ୍ର ଦୁଇଟା ଦିନ । ସ୍ବାଧୀନତାର ୭୯ ବର୍ଷର ସ୍ବାଦ ଚାଖିବେ ଦେଶବାସୀ । ଦିଲ୍ଲୀରୁ ପଲ୍ଲୀ, ପୁଣି ଗର୍ବର ସହିତ ଉଡିବ ତ୍ରିରଙ୍ଗା । ଏଥିପାଇଁ ଓଡିଶା ସରକାର ଆସନ୍ତା ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ…

ଭୁବନେଶ୍ବରେ ନିର୍ମାଣ ହେବ ସେମିକଣ୍ଡକ୍ଟର ୟୁନିଟ, ଖର୍ଚ୍ଚ ହେବ ୧୯୪୩ କୋଟି

ଭୁବନେଶ୍ୱର : ରାଜ୍ୟରେ ନିର୍ମାଣ ହେବ ୨ଟି ସେମିକଣ୍ଡକ୍ଟର ୟୁନିଟ । ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛି ।…

ଗୁଣି ସନ୍ଦେହରେ ଯୁବତୀକୁ ଉଲଗ୍ନ କରି ମାଡ଼, ଗାଁରେ ଉତ୍ତେଜନା

ଯାଜପୁର : ଏବେ ଵି ଲୋକେ ଅନ୍ଧବିଶ୍ୱାସର ବଶିବର୍ତ୍ତୀ । ଗୁଣି ଗାରେଡି ଵା ହୁକୁମ ଦ୍ୱାରା ଲୋକ ଭଲ ହେବା ଆଶାରେ ଠାକୁରାଣୀ ଵା କୌଣସି ବାବା ମାତାଙ୍କ ନିକଟରେ ଅଧିଆ ପଡୁଛନ୍ତି । ତେବେ ଗୁଣି ଗାରେଡି ସନ୍ଦେହରେ…

ସମ୍‌ ହସ୍ପିଟାଲ-୨ରେ ବିରଳ ଶ୍ୱାସନଳୀ ଅସ୍ତ୍ରୋପଚାର: କର୍କଟ ରୋଗୀଙ୍କୁ ମିଳିଲା ନୂଆ ଜୀବନ

ଭୁବନେଶ୍ୱର: ଫୁଲନଖରାସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, କ୍ୟାମ୍ପସ-୨ର ଡାକ୍ତରମାନେ ଏକ ବିରଳ ଅସ୍ତ୍ରୋପଚାର କରିଛନ୍ତି। ଜଣେ ୪୦ ବର୍ଷୀୟ କର୍କଟ ରୋଗୀଙ୍କ ରୁଦ୍ଧ ଶ୍ୱାସନଳୀକୁ ସଫଳତାର ସହ ଉନ୍ମୁକ୍ତ କରି ଉଦାହରଣ ସୃଷ୍ଟି କରିଛନ୍ତି। କଟକଜିଲ୍ଲା…

ଦଶମ ଶ୍ରେଣୀ ଛାତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ

ରାଜନଗର : ରାଜନଗରରେ ଚାଞ୍ଚଲ୍ୟ । ସକାଳୁ ସକାଳୁ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ରାଜନଗରରେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ଗଣଦୁଷ୍କର୍ମ । ରାକ୍ଷୀ ପୂର୍ଣ୍ଣିମାରେ ଏହି ଗଣଦୁଷ୍କର୍ମ ହୋଇଛି ବୋଲି ପରିବାର ଲୋକେ…

ଘରେ ପଶି ମା’ ଝିଅକୁ ଆକ୍ରମଣ, ମାଆ ମୃତ ଝିଅ ଗୁରୁତର

ବ୍ରହ୍ମପୁରରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ । ମା ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଘରେ ପଶି ମହିଳାଙ୍କୁ ଜୀବନରୁ ମାରିଦେଲେ । କଣ ପୁରୁଣା ପ୍ରେମିକ ନେଇଗଲା ମହିଳାଙ୍କ ଜୀବନ! ବ୍ରହ୍ମପୁର ସହର ଉପକଣ୍ଠ ନିମଖଣ୍ଡି…

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ, ତଦନ୍ତ ଜାରି

କରଞ୍ଜିଆ : ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ । ସ୍ତ୍ରୀକୁ ପ୍ଲାଷ୍ଟିକ ପାଇପ ଓ ଲୁହା ରଡ଼ ସାହାଯ୍ୟରେ ପିଟି ପିଟି ହତ୍ୟା କରିବା ପରେ ରାତି ସାରା ସ୍ତ୍ରୀ ସହ ଶୋଇ ରହିଲା ମଦ୍ୟପ ସ୍ୱାମୀ । ଏଭଳି ଏକ…

କାଠଯୋଡ଼ିରେ ବୁଡ଼ିଗଲେ ଦୁଇ ଭାଇ

କଟକ : କାଠଯୋଡ଼ିରେ ବୁଡ଼ି ଦୁଇ ମୃତ । ଅପରାହ୍ଣରେ ୬ ଜଣ ସାଙ୍ଗ ଏକାଠି କାଠଯୋଡ଼ିକୁ ଯାଇଥିବା ବେଳେ ଘଟିଛି ଅଘଟଣ । ନଦୀ ଭିତରକୁ ପ୍ରାୟ ଦୁଇଶହରୁ ତିନିଶହ ମିଟର ଭିତରକୁ ଯାଇଥିବା ବେଳେ ଚୋରାବାଲିରେ ଫସି ପାଣିରେ…