2025

ଆମେରିକା ମାଟିରୁ ପାକିସ୍ତାନର ଧମକ; ଭାରତର ଦୃଢ଼ ନିନ୍ଦା

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଆମେରିକା ମାଟିରୁ ଦେଇଥିବା ପରମାଣୁ ଧମକକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ କେବଳ ପାକିସ୍ତାନକୁ ନୁହେଁ, ଆମେରିକାକୁ ବି ତା’ ଅସଲ ଚେହେରା ଦେଖାଇଛି। ମୁନିରର ଧମକ ଉପରେ…

ରାଫେଲ ଯୁଦ୍ଧବିମାନ ପାଇଁ ଜଣାଇଲା ଦାବି, ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତ ଅପରେସନ ସିନ୍ଦୂର ସହିତ ସମଗ୍ର ବିଶ୍ୱକୁ ତାର ଶକ୍ତି ଅନୁଭବ କରାଇଛି। ଏହି ସମୟ ମଧ୍ୟରେ ଭାରତୀୟ ବାୟୁସେନା ଏକ ବିଶେଷ ଭୂମିକା ଗ୍ରହଣ କରିଛି। କାରଣ ଏହି ସମୟରେ ଭାରତୀୟ ବାୟୁସେନା ଏକ ବିଶେଷ ଆବେଦନ ରଖିଥିଲା।…

ଚେନ୍ନାଇରେ ଜରୁରୀ ଅବତରଣ କଲା ବିମାନ, ଅଳ୍ପକେ ବର୍ତ୍ତିଲେ ଏୟାର ଇଣ୍ଡିଆ ଯାତ୍ରୀ

ଚେନ୍ନାଇ: ଚେନ୍ନାଇରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବାବେଳେ ବିମାନର ଜରୁରୀ ଅବତରଣ ହୋଇଥିଲା । ଖରାପ ପାଗ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ…

ଗାଜା-ଇସ୍ରାଏଲ ଯୁଦ୍ଧରେ ୫ ସାମ୍ବାଦିକ ମୃତ, IDF କହିଛି ସାମ୍ବାଦିକ ନୁହେଁ ବରଂ ଆତଙ୍କୀ

ନୂଆଦିଲ୍ଲୀ: ଇସ୍ରାଏଲ ନିରନ୍ତର ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ କରୁଛି। ଇସ୍ରାଏଲୀ ଆକ୍ରମଣରେ ଅଲ ଜଜିରା ନ୍ୟୁଜ୍ ଚ୍ୟାନେଲର ୫ ଜଣ ସାମ୍ବାଦିକଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏହା ଅଲ ଜଜିରା ଦ୍ୱାରା ନିଶ୍ଚିତ କରାଯାଇଛି। ଗାଜା ସହରର ଅଲ-ଶିଫା…

ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ପ୍ରାୟତଃ ଦେଖାଯାଏ। ଲୋକମାନେ କୁକୁରମାନଙ୍କ ଯୋଗୁଁ ଭୟରେ ରହିବାକୁ ବାଧ୍ୟ ହେଉଛନ୍ତି। କାରଣ କୁକୁରମାନେ ଅନେକ ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏବେ ସୁପ୍ରିମକୋର୍ଟ ଏହି ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ…

ଭୋଟ ଚୋରି ପ୍ରସଙ୍ଗରେ ପୋଲିସ ହେପାଜତରେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ: ଆଜିକାଲି ଭୋଟ ଚୋରି ପ୍ରସଙ୍ଗରେ ଦେଶରେ ରାଜନୈତିକ ସରଗରମ ରହିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକାରେ ଅନିୟମିତତା ସମ୍ପର୍କରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବିହାରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଏବଂ କଥିତ ‘ଭୋଟ ଚୋରି’…

ସଂଶୋଧିତ ଆୟକର ବିଲ ୨୦୨୫ ଲୋକସଭାରେ ଉପସ୍ଥାପିତ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସଂଶୋଧିତ ଆୟକର ବିଲ ୨୦୨୫ ଉପସ୍ଥାପନ କରିଛନ୍ତି । ଏହି ନୂତନ ବିଲରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି । ମାତ୍ର ୪ ମିନିଟ…

ଖୁବଶୀଘ୍ର କଟକରେ ହେବ ବିମାନବନ୍ଦର !

କଟକ: କଟକବାସୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର କଟକରେ ହେବ ବିମାନବନ୍ଦର। ସିଲଭର ସିଟିରେ ଖୁବ୍ ଶୀଘ୍ର ନିଜସ୍ୱ ଏକ ବିମାନବନ୍ଦର ତିଆରି ହୋଇପାରେ ବୋଲି କହିଛନ୍ତି କଟକର ସାଂସଦ ଭତୃହରି ମହତାବ। ସେ ଏକ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ…

ଶୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର: ଦାୟିତ୍ବ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଆତ୍ମାହୁତି ପ୍ରସଙ୍ଗରେ ଦେଲେ ନିଜର ପ୍ରତିକ୍ରିୟା। ଆତ୍ମାହୁତି ପ୍ରସଙ୍ଗକୁ ନେଇ ସେ କହିଛନ୍ତି କେହି ଆଇନର ଉର୍ଦ୍ଧ୍ବରେ ନୁହଁନ୍ତି, ଅନୁଧ୍ୟାନ କରିବି। ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର…

୧୨ନକଲି ଗୁମାସ୍ତା ଗିରଫ; ଦର୍ଶନ କରାଇବା ଆଳରେ ଲୁଟୁ ଥିଲେ ଟଙ୍କା

ପୁରୀ: ପୋଲିସ ହାତରେ ବନ୍ଧା ହେଲେ ନକଲି ଗୁମାସ୍ତା। ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଏନଏସ୍ ଧାରା ୧୧୧ ଅନୁଯାୟୀ ଏହି ନକଲି ଗୁମାସ୍ତାଙ୍କୁ ପୋଲିସ…