2025

ଟ୍ରମ୍ପଙ୍କୁ ଜବାବ ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କକୁ ନେଇ ଭାରତ ଏବଂ ଆମେରିକାର ସମ୍ପର୍କ ଖରାପ ହେବାରେ ଲାଗିଛି। ରୁଷଠାରୁ ତୈଳ କିଣିବା ବନ୍ଦ କରାଯିବ ନାହିଁ ବୋଲି ଭାରତ ରୋକଠୋକ ଶୁଣାଇବା ପରେ ଟ୍ରମ୍ପ ଅଧିକ ବିରକ୍ତ ହୋଇଯାଇଛି।…

ପୁଣି ଜଣେ ନକଲି ଡାକ୍ତର ଗିରଫ: ୫୦ ରୁ ଅଧିକ ସିଜେରିଆନ୍ ଡେଲିଭରି କରିଥିଲେ

ସିଲଚର:ଆସାମରେ ଆଉ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଏକ ଘରୋଇ ହସ୍ପିଟାଲର ଅପରେସନ ଥିଏଟରରେ ଅସ୍ତ୍ରୋପଚାର କରୁଥିବା ସମୟରେ ଗିରଫ ହୋଇଥିଲେ। ଅଭିଯୁକ୍ତ ଜଣକ ୫୦ରୁ ଅଧିକ ସିଜେରିଆନ୍ ସେକ୍ସନ ଏବଂ ସ୍ତ୍ରୀ ରୋଗ ଅସ୍ତ୍ରୋପଚାର କରିଥିଲେ…

୨୪ ଘଣ୍ଟାରେ ଭାରତ ଉପରେ ପ୍ରବଳ ଶୁଳ୍କ ବସାଇବି : ଟ୍ରମ୍ପ

ଓ୍ବାସିଂଟନ :ଆମେରିକାକୁ ଭାରତର କଡ଼ ଜବାବ ପରେ ବିଗିଡ଼ିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ମଙ୍ଗଳବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ସେ ୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ପ୍ରବଳ ଶୁଳ୍କ ଲାଗୁ କରିବେ।…

ବଳଙ୍ଗା ନାବାଳିକା ପୋଡ଼ି ଘଟଣା: ୩ ଦୁର୍ବୃତ୍ତଙ୍କ ଗିରଫ ଦାବି କଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ବିରୁଦ୍ଧରେ ସପ୍ତାହବ୍ୟାପି ଚୂଡାନ୍ତ କାର୍ଯ୍ୟକ୍ରମ ଘୋଷିତ ହୋଇଛି। ଆସନ୍ତା ୮ ତାରିଖ ଶୁକ୍ରବାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ୩ ଦୁର୍ବୃତ୍ତଙ୍କ ଗିରଫ ଦାବିରେ କଟକସ୍ଥିତ ପୁଲିସ୍ ଡିଜି କାର୍ଯ୍ୟାଳୟକୁ ସହସ୍ର ସଂଖ୍ୟାରେ…

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ବୋର୍ଡ ସଭାପତିଙ୍କୁ ଚାରି ଥର ଜେରା କଲାଣି କ୍ରାଇମବ୍ରାଞ୍ଚ

କଟକ: ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆହୁରି ଅଧିକ ଲୋକ ସମ୍ପୃକ୍ତ ଥିବା ଜଣାଯାଇଛି। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ଆହୁରି ଵଢିଵ ବୋଲି କୁହାଯାଉଛି। ଏଣେ ଏନେଇ ବୋର୍ଡ ସଭାପତିଙ୍କୁ ଚାରି ଥର ଜେରା କଲାଣି କ୍ରାଇମବ୍ରାଞ୍ଚ। ଗିରଫ ଓ…

କିଛି ଅଧିକାରୀଙ୍କ ଯୋଗୁଁ ବଦନାମ ହେଉଛି ଜଙ୍ଗଲ ବିଭାଗ

ଭୁବନେଶ୍ବର: ଡି ଏଫ ଓ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ ଅଧିକାରୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଦୁର୍ନୀତି ସହ ଯୋଡ଼ି ହୋଇଥିବା ଅଧିକାରୀ ମନ ବଦଳାନ୍ତୁ। କିଛି ଅଧିକାରୀଙ୍କ ଯୋଗୁଁ ବଦନାମ ହେଉଛି ଜଙ୍ଗଲ ବିଭାଗ। ଅଧିକ ରୋଜଗାର…

ଘର ଭିତରୁ ସ୍ତ୍ରୀ, ବାହାରୁ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝରିଗାଁ: ଘର ଭିତରୁ ମହିଳାଙ୍କ ମୃତଦେହ ଜବତ ହୋଇଛି। ମହିଳାଙ୍କ ସ୍ବାମୀଙ୍କ ମୃତଦେହ ଘର ବାହାରୁ ଜବତ କରିଛି ପୁଲିସ। ଦଂପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ସାନ ଭିମାଡ଼ା ଗ୍ରାମରେ…

ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ ଭୋଜିରେ ଯୋଗଦେବାକୁ ଆଦିବାସୀ ମହିଳାଙ୍କୁ ମିଳିଲା ନିମନ୍ତ୍ରଣ

ରାଇରଙ୍ଗପୁର : ଆସନ୍ତା ୧୫ ଅଗଷ୍ଟ ୨୦୨୫ ସ୍ଵାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଏକ ନୈଶ ଭୋଜିରେ ରାଇରଙ୍ଗପୁର ଅଂଚଳର ଜଣେ ସାଧାରଣ ଆଦିବାସୀ ମହିଳା ଯୋଗଦେବେ ବୋଲି ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି । ସୂଚନା…

ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି, ପ୍ରଚଳିତ ଆଇନ ବ୍ୟବସ୍ଥା ଯଥେଷ୍ଟ ନୁହେଁ କି ବୋଲି ପ୍ରଶ୍ନ ଉଠାଇଲେ ଗଣେଶ୍ବର

ଭୁବନେଶ୍ବର ୫।୮: ଆଇନଶୃଙ୍ଖଳା ନେଇ କ’ଣ ଏମିତି ଆବଶ୍ୟକତା ପଡ଼ିଲା ଯେ, ଓଡ଼ିଶା ସରକାର ୟୁପି ମଡେଲରେ ଆଇନ ଆଣିବାକୁ କହୁଛନ୍ତି ବୋଲି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି । ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ପ୍ରଚଳିତ ଆଇନ…

ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକଙ୍କ ନାଁରେ ଏତଲା, ସହଯୋଗୀ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ ଅଭିଯୋଗ

ଝାରସୁଗୁଡ଼ା ୫।୮: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକଙ୍କ ନାଁରେ ଏତଲା । ଏୟାରପୋର୍ଟ ଥାନାରେ ନିର୍ଦ୍ଦେଶକ ସନ୍ଦୀପ ତିଓ୍ବାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ସହଯୋଗୀ କର୍ମଚାରୀ ସନ୍ଦୀପ କୁମାର ମିଞ୍ଜଙ୍କୁ ମାଡ଼ ମାରିବା ସହ ଖରାପ…