ଉଡାଣର ୧୪ ସେକେଣ୍ଡ ପରେ ଖସିପଡିଲା ରକେଟ୍
ନୂଆଦିଲ୍ଲୀ : ଭୂପୃଷ୍ଠରୁ କକ୍ଷପଥରେ ପହଞ୍ଚିବାକୁ ଚେଷ୍ଟା କରିଥିବା ପ୍ରଥମ ଅଷ୍ଟ୍ରେଲିଆ ନିର୍ମିତ ରକେଟ୍ ବୁଧବାର ଉଡାଣର ମାତ୍ର ୧୪ ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେହି ଆହତ ହୋଇଥିବା ଜଣାପଡିନାହିଁ। ଫେସବୁକରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ କମ୍ପାନୀ…
