ଏହି ମହିଳାଙ୍କୁ ମାଗଣାରେ ମିଳିବ ବସଯାତ୍ରାର ସୁଯୋଗ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଡିଟିସି ବସ୍ରେ ମହିଳାଙ୍କ ମାଗଣା ଯାତ୍ରା ସୁବିଧା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି ଯେ ଏବେ ଏହି ସୁବିଧା କେବଳ ଦିଲ୍ଲୀର ମହିଳାମାନଙ୍କ ପାଇଁ ହେବ,…
