ଚୀନରେ ଆଉ ଏକ ଭୂତାଣୁ ଆତଙ୍କ, ପବନ ବେଗରେ ବ୍ୟାପୁଛି; ହସ୍ପିଟାଲରେ ମିଳୁନି ଜାଗା
ଚୀନରୁ ଆରମ୍ଭ ହୋଇଥିବା କୋଭିଡ-୧୯ ଭାଇରସ ସମଗ୍ର ବିଶ୍ୱରେ ଯେଉଁ ଆତଙ୍କ ସୃଷ୍ଟି କରିଥିଲା, ତାହା ଏଯାଏଁ ମନରୁ ଲିଭିନି। ଏପଟେ ସେହି ଚୀନରେ ଦ୍ରୁତ ଗତିରେ ବ୍ୟାପୁଥିବା ଆଉ ଏକ ନୂଆ ଭାଇରସ୍ ପୁଣି ଚିନ୍ତା ବଢ଼ାଇଛି। ପିଲାଠୁ ବୁଢ଼ା…