ଇରାନର ବିଜୟ କାମନା କଲେ ବିଜେପିର ଏହି ସହଯୋଗୀ ଦଳର ନେତା
ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଇରାନ-ଇସ୍ରାଏଲ ଯୁଦ୍ଧ ସମ୍ପର୍କରେ ଏକ ସଂଯମ ଏବଂ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ, ଏହାର ସହଯୋଗୀ ନୀତିଶ କୁମାରଙ୍କ ଦଳ ଜନତା ଦଳ (ୟୁନାଇଟେଡ୍)ର ବରିଷ୍ଠ ନେତା କେସି ତ୍ୟାଗୀ ଖୋଲାଖୋଲି ଭାବରେ…
