ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରୁ ୮.୩୭ ଲକ୍ଷ ଟଙ୍କା, ୩୯୦ ଗ୍ରାମ ସୁନା ଅଳଙ୍କାର ଜବତ
ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ରାଉରକେଲା ବନ ବିଭାଗ ଅନ୍ତର୍ଗତ ବିସ୍ରାର ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରେ ଉପରେ ଚଢାଉ କରି ବୁଧବାର ଦିନ ୮.୩୭ ଲକ୍ଷ ଟଙ୍କା ଏବଂ ୩୯୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛନ୍ତି।…
