2025

ଇଡ଼ିର ବୟାନ ବୃଦ୍ଧି କଲା ରାହୁଲ ଓ ସୋନିଆଙ୍କ ସମସ୍ୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାର ଶୁଣାଣି ଚାଲିଛି। କୋର୍ଟରେ ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ପାଇଁ ସମସ୍ୟା ସୃଷ୍ଟି କରିଥିବା ଜଣାପଡ଼ିଛି। ବୁଧବାର ଦିନ କୋର୍ଟରେ…

ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ବର: ଚଳିତ ବର୍ଷ ଜୁନ୍ ୨୩ ତାରିଖରେ ପଞ୍ଚାୟତ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଅନୁଯାୟୀ, ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଉପନିର୍ବାଚନ ।…

ଅଜଣା ଗାଡ଼ି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ

ରାୟଗଡ଼ା: ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ରାୟଗଡ଼ା ଜିଲ୍ଲା ଗୁମୁଡ଼ା ଫାଣ୍ଡି ବଂଶଧାରା ନଦୀପୋଲ ଉପରେ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କଇଠ…

୫ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି : ୫ ହାର୍ଡକୋର ମାଓବାଦୀ ଗିରଫ । ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାର ଲାହେରୀ ଥାନା ବିଣାଗୁଣ୍ଡା ଜଙ୍ଗଲରୁ ୫ଜଣଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ । ଗିରଫଙ୍କ ମଧ୍ୟରେ ଜଣେ DVCM , ଜଣେ ACM ଏବଂ ତିନି ଜଣ…

ବିଲ୍ଡରଙ୍କ ଠାରୁ ଲାଞ୍ଚ ନେଇ ୨ ପୋଲିସ ନିଲମ୍ବିତ

ସମ୍ବଲପୁର:ଜଣେ ନିର୍ମାଣକାରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି । ମଙ୍ଗଳବାର ସମ୍ବଲପୁର ଟାଉନଥାନାର ପୂର୍ବତନ ଥାନା ଅଧିକାରୀ ରଞ୍ଜନ ବିଶ୍ବାଳ ଓ ସବ ଇନସ୍ପେକ୍ଟର ଅଭିଷେକ ପ୍ରଧାନ ସସପେଣ୍ଡ ହୋଇଛନ୍ତି ।…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୧୪ ହଜାର ଶିଶୁ ମୃତ୍ୟୁବରଣ କରିବେ!

ନ୍ୟୁୟର୍କ: ଇସ୍ରାଏଲୀ ସେନା ଗାଜାରେ ଏକ ନୂତନ ବଡ଼ ଧରଣର ସ୍ଥଳ ସାମରିକ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଜାତିସଂଘ ଚେତାବନୀ ଦେଇଛି ଯେ, ଯଦି ଗାଜାର ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ଅଧିକ ସହାୟତା ପହଞ୍ଚା ନ ଯାଏ, ତେବେ…

ଆସିବ ନୂଆ ୨୦ ଟଙ୍କିଆ ନୋଟ୍

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଘୋଷଣା ଅନୁଯାୟୀ ଖୁବ୍ ଶୀଘ୍ର ନୂତନ ୨୦ ଟଙ୍କିଆ ନୋଟ୍ ଜାରି ହେବାକୁ ଯାଉଛି। ତେବେ ଏବେ ପ୍ରଚଳିତ ୨୦ ଟଙ୍କିଆ ନୋଟଗୁଡ଼ିକ ବୈଧ ରହିବ । ଆରବିଆଇ ପକ୍ଷରୁ ମଙ୍ଗଳବାର ଜାରି ସୂଚନା…

ଜ୍ୟୋତି ମଲହୋତ୍ରାଙ୍କ ସମସ୍ତ ଫଟୋକୁ ଘର କାନ୍ଥରୁ ହଟାଇଦେଲେ ପରିବାର ଲୋକେ

ଚଣ୍ଡିଗଡ: ନିଜ ଘରୁ ଜ୍ୟୋତିଙ୍କୁ ଝଟକା । ଘରୁ କଢାଗଲା ଜ୍ୟୋତିଙ୍କ ଫଟୋ । କାନ୍ଥରେ ଲାଗିଥିବା ସବୁ ଫଟୋକୁ ହଟାଇଦେଲେ ପରିବାର ଲୋକେ । ନିଜ ରୁମ ସହ ଘରର ବିଭିନ୍ନ ସ୍ଥାନରେ ଲାଗିଥିବା ଜ୍ୟୋତି ମଲହୋତ୍ରାଙ୍କ ଫଟୋକୁ ହଟାଇ…

ଅଣଓଡ଼ିଆ ଠିକାଦାରଙ୍କ ହାତରେ ପାନୀୟଜଳ ପ୍ରକଳ୍ପ: ଅଧାରେ ଆଣ୍ଠେଇଛି ଯୋଜନା

ଭୁବନେଶ୍ବର: ରାଜ୍ୟରେ ପାନୀୟଜଳ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଅନ୍ୟପକ୍ଷରେ ଶହଶହ ‌କୋଟି ଟଙ୍କାର ବୃହତ୍ ପାନୀୟଜଳ ପ୍ରକଳ୍ପ ବର୍ଷବର୍ଷ ହେଲା ଅଧାରେ ଆଣ୍ଠେଇଛି। ସବୁଠୁ ବଡ଼ କଥା ହେଲା, ଅଣଓଡ଼ିଆ ଠିକାଦାରଙ୍କ ମର୍ଜିରେ ପାନୀୟଜଳ ପ୍ରକଳ୍ପ ଚାଲିଛି।…

ଆର୍‌ଜିଏଚ୍‌ର ନକଲି ଡାକ୍ତରଙ୍କୁ ଆଜୀବନ ଜେଲ୍‌

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରୁ ଗିରଫ ନକଲି ଡାକ୍ତର ମାମଲାର ରାୟ ଆଜି ପ୍ରକାଶ ପାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶର୍ମିଷ୍ଠା ପାଢ଼ୀ ଅଭିଯୁକ୍ତ ନକଲି ଡାକ୍ତର ପଦ୍ମନାଭମୁଖୀ କାରୁଆ (୫୩)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ…