2025

ଓଡ଼ିଶା ତଟକୁ ଜଗିଛି ଡ୍ରୋନ, ୫ ଜଣ ଲେଖାଏଁ ପିଏସଓ ମୁତୟନ

ଭୁବନେଶ୍ୱର : ଓଡ଼ିଶା ତଟକୁ ଜଗିଛି ଡ୍ରୋନ । ମାଛଧରା ବନ୍ଦରରେ ଡ୍ରୋନ ମୁତୟନ କରାଯାଇଛି । ୫ ଜଣ ଲେଖାଏଁ ପିଏସଓ ମୁତୟନ କରାଯାଇଛି । ଉପକୂଳ ସୁରକ୍ଷା ପ୍ରସ୍ତୁତି ନେଇ ତଟ ସୁରକ୍ଷା ADG ଅରୁଣ ବୋଥ୍ରାଙ୍କ ସୂଚନା…

ମୋତେ ‘ଅନ୍‌ଫଲୋ’ କଲେ କିଛି ଲାଭ ମିଳିବନି; ପାକିସ୍ତାନୀଙ୍କୁ ଏଭଳି କହିଲେ ରୂପାଲି

ମୁମ୍ବାଇ: ଭାରତର ‘ଅପରେସନ ସିନ୍ଦୂର’ ପରେ, ପାକିସ୍ତାନ ଏବେ ଆତଙ୍କିତ ଅବସ୍ଥାରେ ଅଛି। ପହଲଗାମରେ ଆତଙ୍କବାଦୀମାନେ ଧର୍ମ ପଚାରି ଆକ୍ରମଣ କରିଥିବା ବେଳେ ଏବେ ଏହାର ପ୍ରତିଶୋଧ ନେଉଛି ଭାରତ। ପାକିସ୍ତାନ ମଧ୍ୟ ଭାରତକୁ ‌ଜବାବ ଦେବାକୁ ଚେଷ୍ଟା କରୁଛି। ହେଲେ…

ଭାରତ-ପାକ୍ ଉତ୍ତେଜନା: ସମସ୍ତ ଜିଲ୍ଲାପାଳ, ଆରଡିସିଙ୍କ ଛୁଟି ବାତିଲ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ଓଡ଼ିଶା ସରକାର ସମସ୍ତ ଜିଲ୍ଲାପାଳ ଏବଂ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି)ଙ୍କ ଛୁଟି ବାତିଲ କରିଛନ୍ତି। ପଶ୍ଚିମ ଭାରତରେ ଯୁଦ୍ଧ ପରି ପରିସ୍ଥିତିକୁ ନଜରରେ ରଖି…

ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି : ଡୋନାଲ୍ଡ ଟ୍ରମ୍ପ

ଓ୍ବାସିଂଟନ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଆମେରିକାର ମଧ୍ୟସ୍ଥତାରେ ଏହି ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ସୂଚନା…

ଯୁଦ୍ଧର ଘନଘଟା ଭିତରେ ଓଡ଼ିଶା ଫେରିଛନ୍ତି ଜମ୍ମୁ କାଶ୍ମୀରରେ ପଢୁଥିବା ୩ ଛାତ୍ରୀ, ସହଯୋଗ କଲା ପ୍ରଶାସନ

ବାଲେଶ୍ୱର : ଯୁଦ୍ଧର ଘନଘଟା ଭିତରେ ଓଡ଼ିଶା ଫେରିଛନ୍ତି ଜମ୍ମୁ କାଶ୍ମୀରରେ ପଢୁଥିବା ଛାତ୍ରଛାତ୍ରୀ । ପ୍ରଶାସନର ସହଯୋଗରେ ବାଲେଶ୍ଵରରେ ପହଞ୍ଚିଲେ ଛାତ୍ରୀ । ସେମାନେ ହେଲେ ହେନା ମଙ୍ଗଲ, ଗୀତାଞ୍ଜଳି ଜେନା , ଜସ୍ମିତା ନାୟକ । ଛାତ୍ରୀ ମାନଙ୍କ…

ଅପରେସନ ସିନ୍ଦୂରରେ ସଫା ହୋଇଯାଇଥିଲେ ଏସବୁ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ

ନୂଆଦିଲ୍ଲୀ: ମେ ୬-୭ ମଧ୍ୟରାତ୍ରିରେ ଭାରତୀୟ ସେନା ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୯ଟି ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ଭାରତ ସରକାର ୧୦୦…

ଭାରତ-ପାକ୍ ଉତ୍ତେଜନା: ରାଜ୍ୟର ସବୁ ଆଇପିଏସଙ୍କ ଛୁଟି ବାତିଲ ନିର୍ଦ୍ଦେଶ

ଭୁବନେଶ୍ଵର: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ପାକ୍ ସେନା ଆକ୍ରମଣର ମୁଁହତୋଡ ଜବାବ ଦେଉଛନ୍ତି ଭାରତୀୟ ଯବାନ। ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ…

ସୀମାରେ ଗୁଳିମାଡ଼: ପାକ୍ ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଶ୍ରୀନଗର: ପାକିସ୍ତାନର ଗୁଳିମାଡରେ ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା । ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ସେନାର ଗୁଳିରେ ଜୀବନ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବାକୁ…

ଅପରେସନ୍ ସିନ୍ଦୂର: ହାଇଆଲର୍ଟରେ ଓଡିଶା ପୋଲିସ, ରେଳ ଷ୍ଟେସନ ଓ ପ୍ଲାଟଫର୍ମରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର : ଭାରତ ସରକାରଙ୍କ ପକ୍ଷରୁ ଚାଲିଛି ଅପରେସନ୍ ସିନ୍ଦୂର ଓ ଜାରି ହୋଇଛି ହାଇ ଆଲର୍ଟ । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଜନ ସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ଦିନରାତି ଚାଲିଛି ପାଟ୍ରୋଲିଂ । ସମ୍ଭାବ୍ୟ…

ଭବିଷ୍ୟତରେ ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ବୋଲି ବିବେଚନା କରାଯିବ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭଳି ପରିସ୍ଥିତିରେ, ଭାରତ ସରକାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଯଦି ଭବିଷ୍ୟତରେ କୌଣସି ଆତଙ୍କବାଦୀ ଘଟଣା ଘଟେ, ତେବେ ଏହାକୁ ଯୁଦ୍ଧ କାର୍ଯ୍ୟ…