2025

ନବୀନ ୭ ଦିନ ମଧ୍ୟରେ କ୍ଷମା ମାଗନ୍ତୁ : ଭକ୍ତ ଦାସ

ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ତୁଳନା କରିବାର ପ୍ରସଙ୍ଗ ନେଇ କଂଗ୍ରେସ ବିଜେଡିକୁ କଡ଼ା ଜବାବ ଦେଇଛି। ବିଜେଡିକୁ କଡ଼ା ଚେତାବନୀ ଦେଇ ପିସିସି ସଭାପତି ଭକ୍ତ ଦାସ କରିଛନ୍ତି ନବୀନ ପଟ୍ଟନାୟକ ଏନେଇ…

ପ୍ରଶଂସକଙ୍କ ପାଇଁ ଶାହରୁଖଙ୍କ ବଙ୍ଗଳାରେ ରାତି ବିତାଇବାର ସୁଯୋଗ

ମୁମ୍ବଇ: ଶାହରୁଖ ଖାନ ତାଙ୍କ ପ୍ରଶଂସକମାନଙ୍କୁ ଏକ ନିଆରା ଉପହାର ଦେଉଛନ୍ତି। ଏବେ ଆପଣ ତାଙ୍କ ରାଜକୀୟ ଜୀବନଶୈଳୀକୁ ଗୋଟିଏ ରାତି ପାଇଁ ବଞ୍ଚିପାରିବେ। କାଲିଫର୍ଣ୍ଣିଆର ବେଭର୍ଲି ହିଲ୍ସରେ ତାଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଭଡ଼ା ପାଇଁ ଉପଲବ୍ଧ। ଏହି ବିଳାସପୂର୍ଣ୍ଣ ଘର…

ଦୁଇ ମାସ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଦୁଇ ମାସ ଯାଏଁ ସମୁଦ୍ରକୁ ଯାଇପାରିବେ ନାହିଁ ମତ୍ସ୍ୟଜୀବୀ । ରାଜ୍ୟର ପୂର୍ବ ଉପକୂଳ ଗୁଡିକରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ । ଏନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ୧୧ ତାରିଖରେ ନୋଟିସ…

ପରିବର୍ତ୍ତନକୁ ଗ୍ରହଣ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ଦିନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟମାନଙ୍କୁ ସମ୍ବୋଧିତ କରି ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ କହିଛନ୍ତି, ଗୋଟିଏ ସଂଗଠନ ପ୍ରାୟତଃ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ…

ହିସାରରୁ ଅଯୋଧ୍ୟାକୁ ଉଡ଼ିବ ବିମାନ: ନୂତନ ଟର୍ମିନାଲ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ, ବ୍ୟୟ ଅଟକଳ ୪୧୦କୋଟି

ହିସର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ହିସାରରୁ ଅଯୋଧ୍ୟାକୁ ଏକ ବ୍ୟବସାୟିକ ବିମାନ ଉଡ଼ାଣ ପାଇଁ ବିମାନବନ୍ଦରରେ ନୂତନ ଟର୍ମିନାଲ ବିଲ୍ଡିଂର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ତାଙ୍କ ଦଳ ଦ୍ୱାରା ରାଜ୍ୟର…

ଶ୍ରୀକ୍ଷେତ୍ରରେ ପଣାସଂକ୍ରାନ୍ତି, ଆରମ୍ଭ ହେଲା କୁସ୍ତି ଅଭ୍ୟାସ

ପୁରୀ: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ । ଓଡିଆଙ୍କ ପାଇଁ ନୂତନ ବର୍ଷର ଆରମ୍ଭ । ଆଜିଠାରୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ ହଉଥିବା ବେଳେ ନୂଆ ଓଡ଼ିଆ କ୍ୟାଲେଣ୍ଡର ସହିତ ଶ୍ରୀମନ୍ଦିରରେ…

ତାରିଣୀପୀଠର ଉନ୍ନତୀକରଣ ପାଇଁ ୨୧୫ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁଝର ଜିଲାରେ ଅବସ୍ଥିତ ତାରିଣୀ ମନ୍ଦିର ପାଇଁ ୨୧୫ କୋଟି ଟଙ୍କାର ଡିପିଆର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ମା’ ତାରିଣୀଙ୍କୁ ଓଡ଼ିଆ ନୂଆ ବର୍ଷର ଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି ।…

୧୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ: ଗୁଜୁରାଟ ଉପକୂଳବର୍ତ୍ତୀ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ଆଇନ ଶୃଙ୍ଖଳାକାରୀ ସଂସ୍ଥା ୧,୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ…

ଖଣି ଚୋରି ମାମଲା; ‘ତଦନ୍ତରେ ପ୍ରମାଣ ଆସିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲା ହେମଗିରିର ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଆଦି ଅଞ୍ଚଳରେ କୋଇଲା ଖଣି ଲୁଟ ଘଟଣାରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଜୁଏଲଓରାମ କହିଛନ୍ତି । ସେ କହିଛନ୍ତି ଯେ, ଘଟଣାକୁ ନେଇ ତଦନ୍ତ ଚାଲିଛି ଏଥିରେ ପ୍ରମାଣ ସ୍ପଷ୍ଟ ହେଲେ…

ଶିବ ମନ୍ଦିରରେ ଅଭାବନୀୟ ଘଟଣା, ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଆହତ

ମୋହନା : ଆଜି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଅନେକ ଶୈବ ପୀଠ ତଥା ଅନେକ ମନ୍ଦିର ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳୁଛି । ଅନେକ ଭକ୍ତ ଅନେକ ଆଶା ଓ ବିଶ୍ୱାସ ନେଇ ମନ୍ଦିରକୁ ବାହାରି ଠାକୁରଙ୍କ ଦର୍ଶନ କରି…