2025

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ‌ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଧରମ ହାଂସଦା ଜଙ୍ଗଲ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ରୀନା ମହାପାତ୍ର ମତ୍ସ୍ୟ…

‘ସେ ସମସ୍ୟାକୁ ଆମନ୍ତ୍ରଣ କରିଥିଲେ’: ବଳାତ୍କାର ପୀଡିତାଙ୍କୁ ଦୋଷ ଦେଲେ ହାଇକୋର୍ଟ, ଅଭିଯୁକ୍ତଙ୍କୁ ଜାମିନ

ନୂଆଦିଲ୍ଲୀ,୧୦।୪: ଆହ୍ଲାବାଦ ହାଇକୋର୍ଟ ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିଛନ୍ତି, କହିଛନ୍ତି ଯେ ପୀଡିତା “ନିଜେ ଅସୁବିଧାକୁ ଆମନ୍ତ୍ରଣ କରିଥିଲେ” ଏବଂ ଘଟଣାର ଦାୟୀ ଥିଲେ। ଡିସେମ୍ବର ୨୦୨୪ ରେ ଦିଲ୍ଲୀରେ ମହିଳାଙ୍କୁ ବଳାତ୍କାର…

“ନୀତୀଶ କୁମାର ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ”: ପ୍ରଶାନ୍ତ କିଶୋର

ପାଟନା,୧୦।୪: ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ନିଜର ଜନ ସୁରାଜ ପାର୍ଟି ଚଳିତ ବର୍ଷ ଶେଷରେ ବିହାର ନିର୍ବାଚନରେ ​​ପ୍ରଥମ ଥର ପାଇଁ ପ୍ରସ୍ତୁତ ହେଉଛି। RJD ର ହେଭିୱେଟ୍ ପ୍ରାର୍ଥୀ ଏବଂ ବିଧାନସଭାରେ ବିରୋଧୀ ଦଳ ନେତା…

ମୋ ପୁଅ ଆତଙ୍କବାଦୀଙ୍କ ଶିକାର ନଥିଲା: ୨୬/୧୧ ଆକ୍ରମଣରେ ସହିଦ୍ ସନ୍ଦୀପଙ୍କ ବାପା

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୧୬୬ ଜଣଙ୍କ ମଧ୍ୟରେ କେରଳର ମେଜର ସନ୍ଦୀପ ଉନ୍ନିକୃଷ୍ଣନ୍ ମଧ୍ୟ ଥିଲେ। ଦେଶକୁ ସୁରକ୍ଷା ଦେବା ପାଇଁ ଆତଙ୍କବାଦୀଙ୍କ ସହ ଲଢ଼ି ସେ ନିଜ ଜୀବନକୁ ବଳିଦାନ ଦେଇଥିଲେ। ୨୮ ନଭେମ୍ବରରେ…

କ୍ରୋଧିତ ଟ୍ରମ୍ପ୍ : ଚୀନ ଉପରେ ଲଗାଇଲେ ୧୨୫% ଟାରିଫ୍

ନୂଆଦିଲ୍ଲୀ: ଉଗ୍ର ହେଉଛି ଆମେରିକା-ଚୀନ ଟାରିଫ ୱାର । ସୀମା ଡେଇଁଲା ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୁଳ୍କ ଯୁଦ୍ଧ । ଯେସା କୁ ତେସା ନୀତି ଆପଣାଉଥିବା ଚୀନ ଏବଂ ଆମେରିକା କେହି କାହାକୁ ନଛୋଡବନ୍ଧା । ଜଣେ ଟାରିଫ…

ତହବୁର ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଲା ପାକିସ୍ତାନ

ଇସଲାମାବାଦ: ମୁମ୍ବାଇରେ ୨୬ ନଭେମ୍ବର (୨୬/୧୧) ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରକାରୀ ତହବୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଖବର ଶୁଣି ପାକିସ୍ତାନ ଚିନ୍ତିତ ହୋଇଯାଇଛି । ପାକିସ୍ତାନ ତହବୁର ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି। ପାକିସ୍ତାନରେ…

୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ: ୬ ଦଳ ଖେଳିବେ

ନୂଆଦିଲ୍ଲୀ: ତିନି ବର୍ଷ ପରେ ହେବାକୁଥିବା ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଫେରିବାକୁ ଯାଉଛି। ଏବେ କିଛି ନୂତନ ନିୟମ ମଧ୍ୟ ଆସିଛି। କେବଳ ୬ଟି ଦଳ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ। ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ବହୁତ ସ୍ୱତନ୍ତ୍ର…

ଗୋପାଳପୁର ଠାରେ ହେବ ଏଲଏନଜି ଟର୍ମିନାଲ, ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ ସହ MOU ସ୍ଵାକ୍ଷରିତ

ଭୁବନେଶ୍ଵର: ଗୋପାଳପୁର ଠାରେ ଏଲଏନଜି ଟର୍ମିନାଲ ପାଇଁ ଓଡ଼ିଶା ଏବଂ ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ ସହ ୨୩୦୬ କୋଟିର ଏମଓୟୁ ସ୍ଵାକ୍ଷରିତ ହୋଇଛି। ଓଡ଼ିଶାରେ ଏନଏନଜି କ୍ଷେତ୍ରକୁ ବିକଶିତ କରିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଂହଭାଗ ଉଦ୍ୟମ ରହିଛି । ୨୦୧୪ରୁ…

କଟକ ମହାନଗର ନିଗମ କାଉନସିଲ ବୈଠକରେ ହଙ୍ଗାମା, ଦେଢ ଘଣ୍ଟା ଯାଏ ପରି ଚାଲିଲା ହାଇଡ୍ରାମା

କଟକ୦୯/୪: କଟକ ମହାନଗର ନିଗମ କାଉନସିଲ ବୈଠକରେ ହଙ୍ଗାମା । ଭାଙ୍ଗିଲା କାଚ ଗ୍ଲାସ । ଉଡିଲା ଫାଇଲ । ହାତରେ ବ୍ୟାନର ଧରି ତୁମ୍ବି ତୋଫାନ । ଦେଢ ଘଣ୍ଟା ଯାଏ ପରି ଚାଲିଲା ହାଇଡ୍ରାମା । ନା ବିରୋଧୀଙ୍କ…

କଂଗ୍ରେସ ଅଧିବେଶନରେ ଦଳ ଭିତରେ ଥିବା ତ୍ରୁଟିବିଚ୍ୟୁତି ବିଷୟରେ ଆଲୋଚନା କଲେ ଖଡ଼ଗେ

ନୂଆଦିଲ୍ଲୀ: ଗୁଜୁରାଟର ଅହମଦାବାଦରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ଏହି ସମୟରେ ସେ ଦଳ ଭିତରେ ଥିବା ତ୍ରୁଟିବିଚ୍ୟୁତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ, “ଯଦି କୌଣସି…