2025

ଓ୍ବାକଫ୍ ନିଷ୍ପତ୍ତି; ‘ନବୀନ ସବୁ ଜାଣନ୍ତି’ : ପ୍ରଫୁଲ୍ଲ ଘଡେଇ

ଭୁବନେଶ୍ବର: ଓ୍ବାକଫ୍ ନେଇ ଏବେ ବଢିଛି ବିଜେଡି ଦଳରେ ତାତି । କାହିଁକି ଦଳୀୟ ନିଷ୍ପତ୍ତି ବାହାରକୁ ଯାଇ ଏମିତି କଲେ ସସ୍ମିତ୍ ପାତ୍ର?, ତାକୁ ନେଇ ଦଳର ବିଭିନ୍ନ ନେତା ଉତ୍ତର ମାଗୁଛନ୍ତି । ଦଳୀୟ କାମରେ ଟିକିଏ ଖଇଚା…

ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ, ଉଦଘାଟନ କଲେ ପୋଲିସ ଡିଜି ୱାଇବି ଖୁରାନିଆ

ଭୁବନେଶ୍ୱର : ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ୍ । ୭୩ ତମ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପକୁ ଉଦଘାଟିତ କଲେ ପୋଲିସ ଡିଜି ୱାଇବି ଖୁରାନିଆ । ଏପ୍ରିଲ ୧୫ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍…

ଲୋକଙ୍କର କ୍ଷତି କରିବାରେ ଟ୍ରମ୍ପ ଓ ମୋଦୀ ସିଦ୍ଧହସ୍ତ : କଂଗ୍ରେସ

ନୂଆଦିଲ୍ଲୀ : ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଘୋଷଣା କରିଥିଲେ ଯାହା ପରେ ଭାରତୀୟ ଷ୍ଟକ୍ ବଜାର ସମେତ ସମଗ୍ର ବିଶ୍ବର ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଏହି ପ୍ରସଙ୍ଗରେ, କଂଗ୍ରେସ ସୋମବାର (୦୭…

ପୁନର୍ଗଠନ ହେବ ଏସଏଚଜି, ରାଜ୍ୟ ସ୍ତରରେ ଦିଆଯିବ ନୂଆ ନିଯୁକ୍ତି

ଭୁବନେଶ୍ୱର: ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁନର୍ଗଠନ ହେବ। GPLF, ଓ CPL, BLFଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ…

ଖୋର୍ଦ୍ଧା ସଢେଇଗଡ଼ ଗାଁରେ ବୋମା ବିସ୍ଫୋରଣ, ୧ ମୃତ ୧ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଏକ ଗାଁରେ ଗତକାଲି ରାତିରେ ବୋମା ବିସ୍ଫୋରଣ ହୋଇଛି । ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇପଡ଼ିଛନ୍ତି । ଆହତ ବ୍ୟକ୍ତି ଜଣକ ଡାକ୍ତରଖାନାରେ ଜୀବନ ସହିତ ସଂଘର୍ଷ…

ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପୁଣି ମିଳିବ ସୁଭଦ୍ରା ଟଙ୍କା। ଯେଉଁମାନେ ଏ ପର୍ଯ୍ୟନ୍ତ ସୁଭଦ୍ରାର କୌଣସି ବି କିସ୍ତି ପାଇନାହାନ୍ତି, ସେମାନେ ଏହି ଦିନ ସୁଭଦ୍ରା ଟଙ୍କା ପାଇବେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଖପୁରିଆରେ ରଥକାଠ ଚିରଟ ଆରମ୍ଭ

କଟକ : ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ । ପବିତ୍ର ରାମ ନବମୀରେ ରଥ କାଠ ଚିରଟ କାମ ଆରମ୍ଭ ହୋଇଛି। କଟକ ଖପୁରିଆ ସ୍ଥିତ ବନ ବିଭାଗ କରତ କଳରେ କାଠ ଚିରା କାମର…

ରାମନବମୀ ଶୋଭାଯାତ୍ରା: ବାଇକ୍‌ରେ ଆସି ଯୁବକଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ

ବାଲେଶ୍ବର: ଆଜି ପବିତ୍ର ରାମନବମୀ ଉପଲକ୍ଷେ ଉତ୍ସବମୁଖର ହୋଇଛି ଦେଶ ଠୁ ଆରମ୍ଭ କରି ସମଗ୍ର ରାଜ୍ୟ । ସକାଳୁ ସକାଳୁ ମଠ ଓ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଛି । ଅନେକ ସ୍ଥାନରେ ରାମନବମୀ ଅବସରରେ…

ଭାରତ ସମେତ ୧୪ ଦେଶର ଯାତ୍ରୀଙ୍କ ପାଇଁ ଭିସା ଅଟକାଇଲା ସାଉଦି ଆରବ

ରିୟାଦ: ସାଉଦି ଆରବ ଯାଉଥିବା ଭାରତୀୟମାନଙ୍କ ପାଇଁ ଏକ ଖରାପ ଖବର । ଆଗାମୀ ହଜ୍ ଋତୁ ପୂର୍ବରୁ ସାଉଦି ଆରବ ୧୪ଟି ଦେଶର ନାଗରିକଙ୍କ ପାଇଁ ଉମରା, ବ୍ୟବସାୟ ଏବଂ ପରିବାର ଭିସା ଉପରେ ସାମୟିକଭାବେ କଟକଣା ଲଗାଇଛି ।…

ପୁଅର ଶାବଳ ମାଡ଼ରେ ବାପା ମୃତ, ମାଆ ଗୁରୁତର

ସମ୍ବଲପୁର: ପୁଅର ଶାବଳ ମାଡ଼ରେ ବାପା ମୃତ, ମାଆ ଗୁରୁତର । ଗୁରୁତର ଅବସ୍ଥାରେ ମାଆ ସଦର ହସ୍ପିଟାଲରେ ଭର୍ତ୍ତି । ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଅଭିଯୁକ୍ତ ପୁଅ ମାନଷିକ…