2025

ଓ୍ବାକଫ୍ ନାଁରେ ଜମି ହଡ଼ପ କରାଯାଉଥିଲା : ଯୋଗୀ

ପ୍ରୟାଗରାଜ: ଗୁରୁବାର ଦିନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୱାକଫ ବୋର୍ଡ ଉପରେ ସିଧାସଳଖ ଆକ୍ରମଣ କରି ଏହା ଉପରେ ଜମି ଜବରଦଖଲ କରିବାର ଅଭିଯୋଗ ଆଣିଛନ୍ତି ଏବଂ କହିଛନ୍ତି ଯେ ସାର୍ବଜନୀନ ଏବଂ ଐତିହାସିକ ସ୍ଥାନଗୁଡ଼ିକ ଉପରେ ଏହାର…

ତାଳଚେରରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର

ତାଳଚେର: ତାଳଚେରରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର । ସ୍କଟ୍ ଲ୍ୟାଣ୍ଡପୁର ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ସୁଶାନ୍ତକୁ ଅନୁଗୁଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲିସକୁ…

କୋର୍ଟରେ ହାଜର ହେଲେ ବିଜେଡି ନେତା ରାଜା ଚକ୍ର

ବାଲେଶ୍ବର: କୋର୍ଟରେ ହାଜର ହେଲେ ରାଜା ଚକ୍ର। କ୍ରାଇମବ୍ରାଞ୍ଚ ଆଜି ଓପିଆଇଡି କୋର୍ଟରେ ରାଜା ଚକ୍ରଙ୍କୁ ହାଜର କରିଛି। ଗତକାଲି କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ଗତ ୧୩ ତାରିଖରେ ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ…

ସରିଲା ବିଧାନସଭା ବିଜେଟ୍ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର : ସରିଲା ବିଧାନସଭା ବିଜେଟ୍ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି । ବେଶ୍ ରୋଚକ ଥିଲା ବଜେଟ୍ ଅଧିବେଶନ । ଚଳିତ ଅଧିବେଶନରେ ମୋଟ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି ।…

ମମତାଙ୍କୁ ସୁପ୍ରିମକୋର୍ଟ ଝଟକା, ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ରଦ୍ଦ ଆଦେଶ ବଳବତ୍ତର

ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ମିଳିଛି। ରାଜ୍ୟରେ ହୋଇଥିବା ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତିକୁ ରଦ୍ଦ କରିବା ଲାଗି କଲକାତା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ହାଇକୋର୍ଟଙ୍କ…

ରାତି ତମାମ ଚାଲିଲା ବିଧାନସଭା, ଭୋର ୪ଟା ୨୯ରେ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲ୍

ଭୁବନେଶ୍ୱର : ବିଧାନସଭା ଇତିହାସରେ ରେକର୍ଡ । ପ୍ରାୟ ଦୁଇ ଦଶନ୍ଧି ପରେ ରାତି ତମାମ ଚାଲିଲା ବିଧାନସଭା । ଭୋର ୪ଟା ୨୯ରେ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲ୍-୨୦୨୪ । ପ୍ରାୟ ୧୨ ଘଣ୍ଟା ଧରି ଚାଲିଲା ଆଲୋଚନା…

ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ

ଭୁବନେଶ୍ୱର: ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ। ବିଧାନସଭାରେ ୬ଟା ୨୫ ମିନିଟ୍‌ରେ ପାରିତ ହେଲା ବିଲ୍। ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ସଡ଼କ। ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଫାଷ୍ଟଟ୍ରାକ ଆପ୍ରୋଚରେ କାର୍ଯ୍ୟ ତ୍ବରାନ୍ବିତ ହେବ।…

ରାଜ୍ୟସ୍ତରୀୟ ‘ପ୍ରବେଶ ଉତ୍ସବ’, ‘ଖଡିଛୁଆଁ’ ଓ ‘ଶିଶୁ ବାଟିକା’ ର ଶୁଭାରମ୍ଭ

ଭୁବନେଶ୍ବର: ହସ ହସ ମୁହଁ, ଚାରି ପାଖରେ କଅଁଳା ଶିଶୁ… କାହାକୁ ତା ହାତ ଧରି ସିଲଟରେ ବ୍ରହ୍ମା… ବିଷ୍ଣୁ… ମହେଶ୍ବର କହି ଶୂନ ବୁଲାଇ ଦେଉଛନ୍ତି ତ କାହା ମଥାରେ ଆଶୀର୍ବାଦର ହାତ ବୁଲାଇ ଆଣୁଛନ୍ତି । ପୁଣି ମଝିରେ…

‘କୋଶଳି ଭାଷା ହେଉ ରାଜ୍ୟ ଭାଷା’; ଦାବି କଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ବିଧାନସଭାରେ ଉଠିଲା କୋଶଳିକୁ ରାଜ୍ୟ ଭାଷାର ମାନ୍ୟତା ପ୍ରଦାନ ପ୍ରସଙ୍ଗ । ଗୃହରେ ଦାବି ରଖିଛନ୍ତି, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରୀ କୋଶଳିକୁ ଦ୍ବିତୀୟ ରାଜ୍ୟ…

ପୁନମ ଗୁପ୍ତା ଆରବିଆଇ ଡେପୁଟି ଗଭର୍ଣ୍ଣର ନିଯୁକ୍ତ

ଅର୍ଥନୀତିଜ୍ଞ ତଥା ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ(ଏନସିଏଇଆର)ର ମହାନିର୍ଦେଶକ ପୁନମ ପାଣ୍ଡେଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। ସେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଗତ…