କାଳବୈଶାଖୀ ପ୍ରଭାବରେ ଆଜି ଅନେକ ସ୍ଥାନରେ ଘଡଘଡି ସହ ବର୍ଷା, ୩୦ ରୁ ୪୦ କିମି ବେଗରେ ପବନ ହୋଇପାରେ
ଭୁବନେଶ୍ୱର : ଆଜି ବି ଘଡଘଡି ବର୍ଷା । କାଳବୈଶାଖୀ ପ୍ରଭାବରେ ଆଜି ବି ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ଆଗାମୀ ୨୪ ଘଣ୍ଟାରେ ଗୋଟେ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ହାଲୁକା ବର୍ଷା…
