ରାଜ୍ୟରେ କାଳ ବୈଶାଖୀ ପ୍ରଭାବରେ ବର୍ଷା, ଘଡଘଡି, ବଜ୍ରପାତରେ ୨ ମୃତ
ବ୍ରହ୍ମପୁର/ବ୍ରହ୍ମଗିରି: ରାଜ୍ୟରେ ବିଗତ ୨ଦିନ ହେଲା କାଳବୈଶାଖୀ ଜାରି ରହିଛି। ଏହାର ପ୍ରଭାବରେ ବର୍ଷା, ଘଡ଼ଘଡ଼ି ହୋଇଛି। ଘରଦ୍ବାରା ଭାଙ୍ଗିଛି। ତଳିଆ ଅଞ୍ଚଳରେ ଜଳଭତର୍ତ୍ତି ହୋଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଆଜି ବଜ୍ରାଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରର ସମେତ ୨…
