ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଲାଞ୍ଚ ନେବାବେଳେ ବ୍ରାଞ୍ଚ୍‌ ଇନଚାର୍ଜ୍‌ଙ୍କୁ ଧରିଲା ଭିଜିଲାନ୍ସ । କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି LAMPCS ବ୍ରାଞ୍ଚ୍‌ ଇନଚାର୍ଜ୍‌ ସତ୍ୟନାରାୟଣ ଚଲ୍ଲଣଙ୍କୁ ୩୦୦୦ ଟଙ୍କା ଲାଞ୍ଚ ନେବା ପାଇଁ ଅଟକ ରଖିଲା ଭିଜିଲାନ୍ସ । ତାଙ୍କ ପାଖରୁ ସମସ୍ତ…

ଜର୍ମାନୀରେ ଦକ୍ଷିଣପନ୍ଥୀ ସରକାର, ଫ୍ରେଡରିକ ମର୍ଜ ହେବେ ନୂଆ ଚାନସେଲର

ୟୁରୋପୀୟ ଦେଶ ଜର୍ମାନୀରେ ଶେଷ ହୋଇଥିବା ନିର୍ବାଚନରେ ଦକ୍ଷିଣପନ୍ଥୀ ଦଳ ବିଜୟୀ ହୋଇଛି। ଫ୍ରେଡରିକ ମାର୍ଟିନ ଜୋଶେଫ ମର୍ଜଙ୍କ ନେତୃତ୍ଵାଧୀନ କ୍ରିଷ୍ଟିୟନ ଡେମୋକ୍ରାଟିକ ୟୁନିଅନ(ସିଡିୟୁ) ପାର୍ଟି ବିପୁଳ ଭୋଟରେ ବିଜୟ ଲାଭ କରିବା ସହିତ ସରକାର ଗଠନ କରିବା ନିଶ୍ଚିତ ହୋଇଛି।…

ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ଅଫେରା ରାଇଜରେ ଓଲିଉଡର ମହାନାୟକ । ଆଉ ନାହାନ୍ତି ଏଭରଗ୍ରୀନ୍ ହିରୋ । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ପାର୍ଥିବ ଶରୀରକୁ ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯାଇଛି । ସେଠାରେ ଅନ୍ତିମ ଦର୍ଶନ…

୨୫ ଲକ୍ଷ ଟଙ୍କା ନଦେବାରୁ ଥାନା ଅଧିକାରୀଙ୍କ ନାରେ ମିଥ୍ୟା ଆରୋପ ! ଏତଲା ଦେଲେ ସମ୍ପର୍କୀୟ

ଜଗତସିଂହପୁର: କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼। ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି । କିନ୍ତୁ କିଛି କାହାଣୀ ଏପରି ହୋଇଥାଏ ଯାହାକୁ ଶୁଣି ଆପଣଙ୍କର ପ୍ରେମ ଉପରୁ ଭରଷା ଉଠିଯିବ । କେତେ ପ୍ରତିଶୃତି କେତେ ସ୍ୱପ୍ନ…

ରାଜ୍ୟରେ ୨ ବର୍ଷ ଭିତରେ ପୂରଣ ହେବ ଡାକ୍ତର ଓ ପାରା ମେଡିକାଲ ପଦବୀ: ମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ନବମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଆଜି ଏହାକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏହି ସ୍ବାସ୍ଥ୍ୟ ସମ୍ମିଳନୀ ୨ ଦିନ ଧରି ଚାଲିବ । ଉଦଘାଟନୀ…

ମଦ୍ରାସାରେ ପ୍ରାର୍ଥନା ସମୟରେ ବିସ୍ଫୋରଣ, ୫ ମୃତ

ପାକିସ୍ତାନର ଏକ ମଦ୍ରାସାରେ ଶୁକ୍ରବାର ପ୍ରାର୍ଥନା ସମୟରେ ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖାଇବରପଖତୁନଖ୍ବା ପ୍ରଦେଶର ଅକ୍କୋରା ଖଟ୍ଟକ ଜିଲା ଅନ୍ତର୍ଗତ ଦାରୁଲ ଉଲୁମ ହକ୍କାନିଆ ମଦ୍ରାସାରେ ଏହି ବିସ୍ଫୋରଣ…

ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ଦରଘାବଜାର ଥାନା ଅଞ୍ଚଳରେ ଅଭାବନାୟୀ ଘଟଣା। ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଝୁଲନ୍ତା ଅବସ୍ଥାରେ ଘରୁ ମୃତଦେହ ଉଦ୍ଧାର କଲା ପୋଲିସ। ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମହିଳା ଜାକ୍ତର ଜଣକ ହେଲେ ଅଳକା ରଥ।…

ଶେଷ ହେଲା ମହାକୁମ୍ଭ: ଶିବରାତ୍ରି ପାଇଁ ଦିନକରେ ବୁଡ଼ ପକାଇଲେ ୨ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ: ସରିଲା ମହାକୁମ୍ଭ । ଗଙ୍ଗା ନଦୀ କୂଳରେ ଶେଷ ହେଲା ଦୁନିଆର ସବୁଠୁ ବଡ ଆଧ୍ୟାତ୍ମିକ ମେଳା । ଯେଉଁଠି ଲାଗିଥିଲା ସାଧୁସନ୍ଥ ଓ ଭକ୍ତଙ୍କ ମିଳନ । ମହାଶିବରାତ୍ରିରେ ଶେଷ ହୋଇଛି ମହାକୁମ୍ଭ । ଅନ୍ତିମ ଅମୃତ ସ୍ନାନ…

ଜାଗର ଯାତ୍ରା ଦେଖି ଫେରିବା ବେଳେ ବ୍ରିଜ ତଳକୁ ଖସିଲା ବାଇକ୍‌; ୨ ମୃତ, ଜଣେ ଗୁରୁତ

କୋରାପୁଟ: ଜାଗର ଯାତ୍ରା ଦେଖି ଫେରିବା ବେଳେ ଅଘଟଣ। କୋରାପୁଟ ଅନ୍ଧାରୀଘାଟି ତଳକୁ ଖସିପଡିଲା ବାଇକ୍। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଶିବରାତ୍ରୀ ଥିବାବେଳେ ଦୁଇ ଜଣ ବ୍ୟକ୍ତି…

କିଟ୍‌ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ଉଚ୍ଚସ୍ତରୀୟ କମିିଟି ସମ୍ମୁଖରେ ୬ କର୍ମଚାରୀ ହାଜର

ଭୁବନେଶ୍ୱର : କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଗୁରୁବାର ଉଚ୍ଚସ୍ତରୀୟ କମିିଟି ସମ୍ମୁଖରେ ୬ କର୍ମଚାରୀ ହଜାର ହୋଇଛନ୍ତି । ରାଜ୍ୟ ଅତିଥି ଭବନରେ ୬ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜେରା କରାଯିବ । କିଟ୍‌ ଇଣ୍ଟରନାଲ କମିଟି ମୁଖ୍ୟ,…