ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ, ହାଜର ହେଲେ ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର

କଟକ : ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟରେ ହାଜର ହେଲେ ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର । ଆବେଦନକାରୀ ନିଜର କୃତୀ ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି । ୨୯ ଟି ପୁସ୍ତକ ବିଚାରପତିଙ୍କୁ ଦେଖାଇଲେ। ହେଲେ ପ୍ରତିପକ୍ଷ…

ଅଯୋଧ୍ୟାରେ ହେବ ଓଡିଶା ଭବନ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଅଯୋଧ୍ୟାରେ ହେବ ଓଡିଶା ଭବନ । ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଓଡ଼ିଶା ଭବନ ନିର୍ମାଣ ହେବ । ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହିବା ଏବଂ ସେମାନଙ୍କ ପାଇଁ ଓଡ଼ିଶାର ଏକ ଉପସ୍ଥିତି ଦେବା ଲାଗି ଏହି ବ୍ୟବସ୍ଥା କରିବେ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫଟୋ ହଟିବା ପରେ ବର୍ଷିଲା ଆପ୍‌

ନୂଆଦିଲ୍ଲୀ : ଦିଲ୍ଲୀର ବିରୋଧୀ ଦଳ ଆମ ଆଦମୀ ପାର୍ଟି (ଆପ) ଦାବି କରିଛି ଯେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କାର୍ଯ୍ୟାଳୟରୁ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକର ଏବଂ ସହିଦ ଭଗତ ସିଂହଙ୍କ ଫଟୋ ହଟାଇ ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ…

ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାରେ ଦୁର୍ଘଟଣା, ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନା ପରିସରରେ ଦୁର୍ଘଟଣା ।  ଜଣେ ଶ୍ରମିକ ମୃତ ।  ମୃତକ ହେଲେ ଝାଡଖଣ୍ଡ ଜାମତାରା ଜିଲ୍ଲା ନାରାୟଣପୁର ଜିଲ୍ଲାର ଅବଦୁଲ ରାଉପ୍ ।  ସେ TSMର ହଟ୍ ଷ୍ଟ୍ରିପ୍ ମିଲରେ କାର୍ଯ୍ୟରତ ଥିଲେ। ୪୨…

ଟ୍ବିନ୍ ସିଟି ଜଗିବ ଏଆଇ କ୍ୟାମେରା

ଭୁବନେଶ୍ବର: ଟ୍ବିନ୍ ସିଟି ଜଗିବ ଏଆଇ କ୍ୟାମେରା । ଟ୍ବିନ୍ ସିଟି କଟକ ଏବଂ ଭୁବନେଶ୍ବରରେ ଏଆଇ କ୍ୟାମେରା ଲାଗିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ । ଏନେଇ ସେ କହିଛନ୍ତି, ଟ୍ବିନ୍‌ ସିଟି…

କୋଣାର୍କରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବାରେ ବିଳମ୍ବକୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ସେ ଆଜି କୋଣାର୍କକୁ ଆସି ସ୍ଥିତି ପରଖିଛନ୍ତି। ବାଲି କାଢ଼ିବାରେ କାହିଁକି ବିଳମ୍ବ ହେଉଛି,…

ପିଏମ କିଷାନରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ବର: ଆଜି ପିଏମ୍ କିଷାନ ଟଙ୍କା ଚାଷୀଙ୍କ ଖାତାକୁ ଚଢିଛି । ୯.୮ କୋଟିରୁ ଚାଷୀଙ୍କୁ ଏହି ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତିରେ ସାମିଲ କରାଯାଇଥିବା ବେଳେ ଏଥିରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ ରହିଛନ୍ତି ।…

ଟ୍ରମ୍ପଙ୍କ ଟାର୍ଗେଟରେ ୟୁଏସଏଆଇଡି କର୍ମଚାରୀ; ଛଟେଇରେ ବଳି ପଡ଼ିବେ ପ୍ରାୟ ୨ ହଜାର ଚାକିରିଆ

ନୂଆଦିଲ୍ଲୀ: ୟୁଏସଏଆଇଡି କର୍ମଚାରୀଙ୍କୁ ଟ୍ରମ୍ପ ଛାଟ । ଚାକିରିରୁ ବାହାରିଲେ ଦୁଇ ହଜାର ସରକାରୀ ଚାକିରିଆ । ଦେଶରୁ ବେଆଇନ ପ୍ରବାସୀଙ୍କୁ ବାହାର କରିବା ପରେ ଏବେ ୟୁଏସ୍ ଏଜେନ୍ସି ଫର୍ ଇଣ୍ଟରନ୍ୟାଶନାଲ ଡେଭଲ୍ପମେଣ୍ଟର କର୍ମଚାରୀଙ୍କୁ ଛଟେଇ ପାଇଁ ନିଷ୍ପତ୍ତି ନେଇଛନ୍ତି…

କବି ସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ କାଉନସିଲର

ଛତ୍ରପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଏସ. ଲକ୍ଷ୍ମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ମେଳି ବାନ୍ଧିଛନ୍ତି ବିଜେଡି କାଉନସିଲର। ଏନେଇ ଆଜି ଏନଏସି ଉପାଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ ଓ ୧୪ ବିଜେଡି କାଉନସିଲର ଛତ୍ରପୁର ଆସି…

୨୮ରେ ପୋଲାଭରମ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ‌ ଲାଗି ମାଲକାନଗିରି ଜିଲ୍ଲାର ଏକାଧିକ ଗାଁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏହାକୁ ବିରୋଧ କରି ବଡ଼ ଆନ୍ଦୋଳନ କରିବାକୁ ଯାଉଛି ବିଜେଡି । ଆସନ୍ତା ୨୮ ତାରିଖରେ ଏନେଇ ବିଜେଡି ରାଜରାସ୍ତାକୁ…