ମହାକୁମ୍ଭରେ ଡିୟୁଟି କରୁଥିବା ବେଳେ ବିଗିଡ଼ିଲା ଇନ୍ସପେକ୍ଟର ସ୍ବାସ୍ଥ୍ୟ; ଘଟଣାସ୍ଥଳରେ ହେଲା ମୃତ୍ୟୁ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଡିୟୁଟି କରୁଥିବା ସମୟରେ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଇନ୍ସପେକ୍ଟରଙ୍କ ନାମ ଅଞ୍ଜନି କୁମାର ରାଏ ବୋଲି ଜଣାପଡ଼ିଛି। ବହରାଇଚ ଜିଲ୍ଲାର ଅତିରିକ୍ତ ଏସପି ଦୁର୍ଗା ପ୍ରସାଦ ତିୱାରୀ ଏହି ଦୁଃଖଦ ଘଟଣାକୁ ନେଇ କହିଛନ୍ତି,…

ଭଗବନ୍ତ ମାନଙ୍କ ଦିଲ୍ଲୀ ବାସଭବନରେ ନିର୍ବାଚନ କମିଶନ ଚଢାଉ

ନୂଆଦିଲ୍ଲୀ,୩୦।୧: ରାଜଧାନୀ ଦିଲ୍ଲୀରେ ନିର୍ବାଚନୀ ତାପମାତ୍ରା ବୃଦ୍ଧି ପାଇଛି। ସମସ୍ତ ଦଳର ନେତାମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଶୀର୍ଷରେ ପହଞ୍ଚିଛି। ଏହାରି ମଧ୍ୟରେ ଶାସକ ଆମ ଆଦମୀ ପାର୍ଟି (ଆପ)ର ଦାବି ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆପ ଦାବି…

ଫେବୃୟାରୀ ୩ ରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ଶୁକ୍ରବାର ଏହି ସମୟରୁ ଆରମ୍ଭ ହେବ ପଞ୍ଜୀକରଣ

ଭୁବନେଶ୍ୱର,୩୦।୧: ଆଗାମୀ ଫେବୃୟାରୀ ୩ ତାରିଖ (ସୋମବାର)ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜାନୁଆରୀ…

୨ ଯାଏ ଘନକୁହୁଡ଼ି, ଏହି ୧୦ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୩୦ା୧: ଆସନ୍ତା ୨ ତାରିଖ ଯାଏ ଘନକୁହୁଡ଼ି ନେଇ ୧୦ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। କଟକ, ଖୋର୍ଦ୍ଧା, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କୋରାପୁଟରେ ପ୍ରବଳ କୁହୁଡ଼ି ଦେଖାଦେବ। ଶୁକ୍ରବାର ରାତି ଓ ୧…

ଦ୍ୱନ୍ଦ୍ୱ ଦୂର ହେଲା : ୨ ତାରିଖରେ ପାଳନ କରାଯିବ ସରସ୍ବତୀ ପୂଜା

ପୁରୀ: ସରସ୍ୱତୀ ପୂଜାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏବେ ଦୂର ହୋଇଛି। ସରସ୍ୱତୀ ପୂଜା ଫେବ୍ରୁଆରି ୨ ତାରିଖ ନା ଫେବ୍ରୁଆରି ୩ ତାରିଖରେ ହେବ ସେନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିଲା। ତେବେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ବିକଶିତ ଗାଁ, ବିକଶିତ ଓଡ଼ିଶା ମାର୍ଗଦର୍ଶିକା ଜାରି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀଙ୍କ ସରକାରଙ୍କ ପକ୍ଷରୁ ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଆସନ୍ତା ଫେବ୍ରୁଆରି ମାସ ୧୫ ତାରିଖ ସୁଦ୍ଧା ପ୍ରତି…

କଟକ ଆରଟିଓରେ ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା

କଟକ: ମୋଟର ଯାନ ଫିଟନେସ୍ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଜ୍ୟରେ ପଞ୍ଜୀକୃତ ହୋଇଛି ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା ବା ଏଟିଏସ । କଟକ ଆରଟିଓ ଅଧୀନରେ ଏହାର ସ୍ଥାପନା ହୋଇଛି । ବୈଷୟିକ…

୩୦ ପରିବର୍ତ୍ତେ ୩୧ରେ ସରିବ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା ସମ୍ମିଳନୀକୁ ଅପାର ସଫଳତା ମିଳିଥିବାବେଳେ ରାଜ୍ୟ ସରକାର ଆଜି ଏହାର ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି । ଏହି ୨ ଦିନିଆ ସମ୍ମିଳନୀ…

‘ସୁଭଦ୍ରା’ ପାଇଁ ବ୍ୟାଙ୍କରେ ଦୁଇ ଦିନିଆ ସ୍ବତନ୍ତ୍ର ବ୍ୟବସ୍ଥା: ୩ଲକ୍ଷରୁ ଅଧିକ ଆବେଦନକାରୀଙ୍କ ବିଫଳ ହୋଇଛି ଏନ୍‌ପିସିଆଇ

ଭୁବନେଶ୍ବର: ଯେଉଁ ‘ସୁଭଦ୍ରା’ ଆବେଦନକାରୀଙ୍କ ଏନ୍‌ପିସିଆଇ ଫେଲ୍‌ ହୋଇଛି ସେମାନଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଆସନ୍ତାକାଲି ଓ ୩୦ତାରିଖରେ ଯେଉଁମାନଙ୍କୁ ବ୍ୟାଙ୍କରୁ ‌କଲ୍‌ କିମ୍ବା ମେସେଜ୍ ଆସିଛି ସେମାନେ ବ୍ୟାଙ୍କକୁ ଯାଇ ସେମାନଙ୍କର ଏନ୍‌ପିସିଆଇକୁ ପୁନର୍ବାର ଆକ୍ଟିଭ୍…

ଲକ୍ଷଲକ୍ଷ ଟଙ୍କାର ଅଫିମ ଗଛ ପୋଡ଼ିଲା ପ୍ରଶାସନ

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡା ଗ୍ରାମର ବୁରୁସାହିରେ ଲକ୍ଷଲକ୍ଷ ଟଙ୍କାର ଅଫିମ ଚାଷକୁ ପୁଲିସ ପ୍ରଶାସନ ଠାବ କରି ପୋଡ଼ିଛିl ପୋଡା ଯାଇଥିବା ଅଫିମ ଚାଷର ମୂଲ୍ୟ ଆନୁମାନିକ ୪୨ ଲକ୍ଷ ହେବ ବୋଲି ଜଣେ ପୁଲିସ…