ଭବିଷ୍ୟତରେ ପଥଭ୍ରଷ୍ଟ ହେବେନି ଛାତ୍ର, ହାଇକୋର୍ଟ ଦେଲେ ଦୃଷ୍ଟାନ୍ତମୂଳକ ନିର୍ଦ୍ଦେଶ
କଟକ ୨୨/୦୧: ୫ ଜଣ କଲେଜ ଛାତ୍ର ଭବିଷ୍ୟତରେ କିପରି ପଥଭ୍ରଷ୍ଟ ନହେବେ । ସେଥିଲାଗି ଚେତାବନୀ ସ୍ୱରୂପ ଏକ ଦୃଷ୍ଟାନ୍ତମୂଳକ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। କଟକ ସହରର ଏକ କଲେଜରେ ପଢ଼ୁଥିବା ୫ ଜଣ ଯୁକ୍ତ ୩ ଶେଷ ବର୍ଷର…
