ଶ୍ରୀମନ୍ଦିରରେ ଫେବୃଆରୀ ୧ରୁ ଧାଡ଼ି ଦର୍ଶନ ପ୍ରକ୍ରିୟା

ପୁରୀ: ଫେବୃଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ହୁଣ୍ଡି ସ୍ଥାନାନ୍ତର ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବିଳମ୍ବ ହେଉଛି। ଏଥିପାଇଁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା କିଛି…

ଆୟକର ବିଭାଗର ବଡ ଧରଣର ରେଡ୍, ଠିକାଦାର ପୃଥ୍ବୀରାଜ ପାତ୍ରଙ୍କ ଘର ଓ ଅଫିସରେ ଚଢ଼ାଉ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ବଡ ଧରଣର ଚଢାଉ ।  ଏକାଧିକ ସ୍ଥାନରେ ବର୍ତ୍ତମାନ ଚଢାଉ ଜାରି ରହିଛି ।  କଣ୍ଟାବାଞ୍ଜି ସହରରେ ଥିବା ଠିକାଦାର ପୃଥିରାଜ ପାତ୍ରଙ୍କ ଘର ଓ ଅଫିସରେ ଚଢ଼ାଉ…

ଛତିଶଗଡ଼ରେ ପୁଣି ଆଇଇଡି ବିସ୍ଫୋରଣ, ୨ ଯବାନ ଆହତ

ନାରାୟଣପୁର: ଛତିଶଗଡ଼ରେ ପୁଣି ନକ୍ସଲଙ୍କ ଦ୍ଵାରା ଆଇଇଡି ବିସ୍ଫୋରଣ କରାଯାଇଛି। ଶୁକ୍ରବାର ନାରାୟଣପୁର ଜିଲାରେ ଆଇଇଡି ବିସ୍ଫୋରଣରେ ବିଏସଏଫର ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ବିଏସ୍ଏଫ୍ ଟିମ୍ ଗାରପା ଗାଁ ନିକଟ କ୍ୟାମ୍ପରୁ ପାଟ୍ରୋଲିଂ…

ବୈକୁଣ୍ଠ ଧାମ ଆଶ୍ରମ ଉପରେ ଚାଲିଲା ବୁଲ୍‌ଡୋଜର୍

ଭୁବନେଶ୍ବର: ମାଟିରେ ମିଶିଲା ବୈକୁଣ୍ଠ ଧାମ ଆଶ୍ରମ । ବିଡିଏ ପକ୍ଷରୁ ନିର୍ଦ୍ଧାରିତ ସମୟ ୧୨ଟାରେ ଆଶ୍ରମ ଉପରେ ଚାଲିଲା ବୁଲ୍‌ଡୋଜର୍ । କଳ୍କୀ ଅବତାରଙ୍କ ପୀଠ କହି ବିବାଦକୁ ଆସିଥିଲା ବୈକୁଣ୍ଠ ଆଶ୍ରମ । ତଦନ୍ତ ପରେ ଏହା ସରକାରୀ…

ସୈଫ୍‌ଙ୍କୁ ଛୁରାମାଡ; ସନ୍ଦିଗ୍ଧ ଯୁବକ ଗିରଫ

ମୁମ୍ବାଇ : ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ କରିଥିବା ଘଟଣାରେ ସନ୍ଦିଗ୍ଧ ଯୁବକକୁ ଜାନୁଆରୀ ୧୭ ଅର୍ଥାତ୍‌ ଶୁକ୍ରବାର ଦିନ ଗିରଫ କରାଯାଇଛି। ମୁମ୍ବାଇ ପୁଲିସ୍‌ର ସ୍ପେଶାଲ ଟିମ୍‌ ଯୁବକକୁ ଗିରଫ କରିଛି। ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ସୈଫ୍‌ଙ୍କୁ…

ହାଇ ପ୍ରୋଫାଇଲ ଠକ ହଂସିତା ଓ ଅନୀଲ ଠକେଇ ମାମଲା, ହଂସିତାଙ୍କୁ କୋର୍ଟରେ ହାଜର କଲା ଇଡି

ଭୁବନେଶ୍ବର : ହାଇପ୍ରୋଫାଇଲ ଠକ ହଂସିତା ଓ ଅନୀଲ ଠକେଇ ମାମଲା  ।  ହଂସିତାଙ୍କୁ କୋର୍ଟରେ ହାଜର କଲା ଇଡି ।  ହାଜର ପରେ ରିମାଣ୍ଡ ଆବେଦନ କଲା ଆୟକର ବିଭାଗ ।  ହଂସିତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ କଲା…

ଟ୍ରାଇସିଟିରେ ସାମିଲ ହେବ ପୁରୀ, ବେଆଇନ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ: ରାଜ୍ୟ ସରକାରଙ୍କ ଟ୍ରାଇସିଟି ଯୋଜନାରେ ସାମିଲ ହେବ ପୁରୀ ସହର। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ ଭୁବନେଶ୍ବର ଓ କଟକ ସହ ଯୋଡ଼ିହେବ ଐତିହ୍ୟ ସହର ପୁରୀ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ହାଇକୋର୍ଟରେ ଭିସୁଟ୍ ଛାତ୍ରୀଙ୍କ ମୃତ୍ୟୁ ମାମଲା, ଏସପିଙ୍କ ତତ୍ତ୍ବାବଧାନରେ ଯଥାଶୀଘ୍ର ତଦନ୍ତ ‌ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

କଟକ: ୨୦୨୩ରେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏହି ଘଟଣାର ଯଥା ଶୀଘ୍ର ତଦନ୍ତ ସଂପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚିନ୍ମୟୀଙ୍କ ମୃତ୍ୟୁ ଘଟଣାର ସିବିଆଇ ବା କ୍ରାଇମବ୍ରାଞ୍ଚକୁ…

୨୦ରେ ଶପଥ ନେବେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ୪ବର୍ଷିଆ କାର୍ଯ୍ୟକାଳ ବୁଧବାର ଶେଷ ହୋଇଛି। ଆସନ୍ତା ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବେ। କାର୍ଯ୍ୟକାଳ ଶେଷ ପରେ ବାଇଡେନ ହ୍ବାଇଟ୍ ହାଉସରେ ଦେଇଥିବା  ବିଦାୟକାଳୀନ…

ଗଞ୍ଜାମରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଛତ୍ରପୁର: ଅଦିନିଆ ବର୍ଷାରେ ରାଜ୍ୟରେ ସବୁଠୁ ଅଧିକ ଫସଲ କ୍ଷତି ଗଞ୍ଜାମ ଜିଲ୍ଲାରେ ହୋଇଛି। ଏନେଇ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଫସଲ…