ଟୁଇନ ସିଟି ପରେ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର, ଦୂର ହେବ ସହରାଞ୍ଚଳ ଟ୍ରାଫିକ ସମସ୍ୟା :ମନ୍ତ୍ରୀ

ଭୁବନେଶ୍ୱର : ନିର୍ମାଣ ହେବ ଅଧିକ ନୂଆ ଓଭର ବ୍ରିଜ। ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ରିଂ ରୋଡ଼ ଓ ଓଭର ବ୍ରିଜ କିପରି ଓ କେମିତି ନିର୍ମାଣ କରାଯାଇ ପାରିବ ସେ ନେଇ…

ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବ ଆମ ଯୁବ ଶକ୍ତି – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୁବବର୍ଗଙ୍କ ଶକ୍ତି ଖୁବ୍ ଶୀଘ୍ର ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୫ ଅବସରରେ ଶ୍ରୀ ମୋଦୀ କହିଛନ୍ତି…

‘ନିମୋନିଆ ଭଳି HMPV ର ଲକ୍ଷଣ, ସମାନ ଚିକିତ୍ସା କରାଯିବ’: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: ଦେଶରେ ଏବେ ଏଚଏମପିଭିର କାୟା ବିସ୍ତାର କରୁଥିବା ବେଳେ ଏହାକୁ ନେଇ ନଡରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । କାରଣ ବିଶେଷଜ୍ଞଙ୍କ କହିବାନୁଯାୟୀ, HMPV କେବଳ ଏକ ସାମାନ୍ୟ ଋତୁକାଳୀନ ରୋଗ । ଏଚଏମପିଭି ଆଶଙ୍କା ନେଇ ସ୍ବାସ୍ଥ୍ୟ…

ଯୁବ ସମାଜ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନ ତତ୍ତ୍ୱକୁ ଜାଣିବା ଓ ଏହାର ପ୍ରଚାର ପ୍ରସାର କରିବା ଆବଶ୍ୟକ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ଏକ ବ୍ୟକ୍ତିସତ୍ତା ନୁହେଁ ବଂର ଏକ ଚିରଞ୍ଜିବୀ ଚେତନା । ଏହି ନାମ ଏକ ଅତୁଳନୀୟ ଆଦର୍ଶ ଓ ଆଧ୍ୟତ୍ମିକତା ମାଧ୍ୟମରେ ଜୀବନବୋଧକୁ ଉପଲବ୍ଧି କରିବାର ପବିତ୍ର ଓଁକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ…

ହଂସିତାଙ୍କ ସହ ରହିଛି ବିଜେଡି ଲିଙ୍କ୍: ସାଂସଦ ପ୍ରଦୀପ ପୁରୋହିତ

ଭୁବନେଶ୍ବର: ‘ହଂସିତା ଠକେଇ ମାମଲାରେ ବିଜେଡି ନେତାଙ୍କ ଲିଙ୍କ ରହିଛି । ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ହଂସିତାଙ୍କୁ ନିୟମ ବାହାରକୁ ଯାଇ କାମ ଦେଇ ରାଜସ୍ବ ଲୁଟୁଥିଲେ ।’  କିଛି ଏପରି ସଂଘେତିକ ବୟାନ ଦେଇ ହଂସିତା ଠକେଇ…

ତାମିଲନାଡୁ ବିଧାନସଭାରେ ଜାତୀୟ ସଂଗୀତକୁ ଅଣଦେଖା: ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ମୁହାଁମୁହିଁ

ତାମିଲନାଡୁ ବିଧାନସଭାରେ ଜାତୀୟ ସଂଗୀତକୁ ଅଣଦେଖା କରାଯିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଏବଂ ରାଜ୍ୟପାଳ ଆର.ଏନ. ରବିଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ରାଜ୍ୟପାଳ ବିଧାନସଭା ଅଧିବେସନକୁ ସମ୍ବୋଧିତ ନ କରିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟପାଳଙ୍କ ପିଲାଳିଆମି…

ଛତିଶଗଡ଼ରେ ଏନକାଉଣ୍ଟର: ୩ ନକ୍ସଲ ନିହତ, ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି:  ଛତିଶଗଡ଼ରେ ପୁଣି ବଡ଼ ଧରଣର ଏନକାଉଣ୍ଟର ହୋଇଛି । ଏଠାରେ  ୩ ନକ୍ସଲ ନିହତ ହୋଇଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ବିପୁଳ ପରିମାଣର…

ଏଣିକି ବର୍ଷ ସାରା ପାଳନ ହେବ ପଥୋତ୍ସବ

ଭୁବନେଶ୍ବର: ଏଣିକି କେବଳ ଶୀତ ଦିନେ ନୁହେଁ, ବର୍ଷ ସାରା ପାଳନ ହେବ ପଥୋତ୍ସବ । ରାଜଧାନୀ ରାଜରାସ୍ତା, ଗଳି କନ୍ଦିରେ ସବୁଠି ସକାଳୁ ସକାଳୁ ଝୁମିବେ ଲୋକେ । ପଥୋତ୍ସବ ନେଇ ବଡ ଘୋଷଣା କରିଛନ୍ତି ଗୃହ ଏବଂ ନଗର…

ଲୋକଙ୍କୁ ନିର୍ବାଚନ ଖର୍ଚ୍ଚ ମାଗିଲେ ଆତିଶୀ

ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜି ଆସନରୁ ଆମ ଆଦମୀ ପାର୍ଟି(ଆପ୍‌)ରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ନିର୍ବାଚନ ଖର୍ଚ୍ଚ ପାଇଁ ସେ ଜନସାଧାରଣଙ୍କୁ ଟଙ୍କା ମାଗିଛନ୍ତି। କ୍ରାଉଡଫଣ୍ଡିଂ ଜରିଆରେ…

ଚାକିରି ନାରେ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ ଏହି ଦମ୍ପତି, ଶେଷରେ କାବୁ କଲା ପୋଲିସ୍

ରାଉରକେଲା : ରାଉରକେଲା କୋର୍ଟରେ ସବ ଇନ୍ସପେକ୍ଟର ଏବଂ କିରାଣୀ ଚାକିରି ସହ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ଚାକିରି କରାଇ ଦେବାକୁ କହି ଭୁଆଁ ବୁଲାଉଥିଲେ । ଲକ୍ଷ ଲକ୍ଷ ଟଙ୍କା ଠକି ନିରୀହ ଲୋକଙ୍କୁ ଚୁନା ମାରୁଥିଲେ ।…