ରାଗିଗଲେ ରାଜ୍ୟପାଳ, ବିଧାନସଭା ଗୃହ ଛାଡ଼ି ପଳାଇଲେ
ଚେନ୍ନାଇ : ରାଗିଗଲେ ରାଜ୍ୟପାଳ। ରାଗରେ ତମତମ ହୋଇ ବିଧାନସଭାକୁ ସମ୍ବୋଧିତ କରିବାକୁ ମନା କଲେ। ଏପରିକି ଗୃହ ଛାଡ଼ି ମଧ୍ୟ ପଳାଇଲେ। ତାମିଲନାଡୁ ବିଧାନସଭାରେ ଦେଖିବାକୁ ମିଳିଛି ଏଭଳି କିଛି ହାଇ ଭୋଲଟେଜ ଡ୍ରାମା। ବିଧାନସଭା ଅଧିବେଶନରେ ଜାତୀୟ ସଙ୍ଗୀତକୁ…
