ଭାଇ ଭଉଣୀଙ୍କୁ ଗୁଳିମାଡ଼ ଘଟଣା, ଜଙ୍ଗଲରୁ ଅଭିଯୁକ୍ତ ଗିରଫ
ଅନୁଗୁଳ: ଅନୁଗୁଳରେ ଭାଇ ଭଉଣୀଙ୍କୁ ଗୁଳିମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ । ଜଙ୍ଗଲରୁ ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ କାବୁ କଲା ସ୍ବତନ୍ତ୍ର ସ୍କ୍ୱାର୍ଡ । ଦୁଇ ବର୍ଷ ତଳର ଏକ ଗଣ୍ଡଗୋଳକୁ କେନ୍ଦ୍ର କରି ପ୍ରଫୁଲ୍ଲ ମିର୍ଧାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା…
