July 2025

ମିଆଁମାରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ !

ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ମିଆଁମାରରେ ଥିବା ଉଲଫା ବିଦ୍ରୋହୀଙ୍କ ଶିବିର ଉପରେ ଭାରତୀୟ ସେନା ଏକ ସର୍ଜିକାଲ ଷ୍ଟ୍ରାଇକ କରିଛି ବୋଲି ନିଜେ ଉଲଫା ଦାବି କରିଛି । ତେବେ ଭାରତୀୟ ସେନା ଏହି ଖବରକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ…

ଦିଲ୍ଲୀରୁ ଫେରି ଏମ୍ସ ଯାଇ ବାଲେଶ୍ୱର ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏମ୍ସ ଯାଇ ବାଲେଶ୍ୱର ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରୁ ଫେରିବା ପରେ ସିଧାସଳଖ ଏମସକୁ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି । ସ୍ବାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିବା ସହ ଡାକ୍ତରୀ ଦଳ ସହ ଆଲୋଚନା…

ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣା: ବିଜେପି ଉପରେ ବର୍ଷିଲା ଟିଏମସି, ‘ଭିନ୍ନ ଦିନ, ଭିନ୍ନ ପୀଡିତା-ସ୍ଥିତି ସମାନ’

ନୂଆଦିଲ୍ଲୀ/ଭୁବନେଶ୍ବର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ନିଜକୁ ନିଆଁ ଲଗାଇ ଦେବା ଘଟଣାରେ ଏବେ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ବିଜେପି ସରକାରଙ୍କ ଉପରେ କଠୋର ଆକ୍ରମଣ ଆରମ୍ଭ କରିଛି । ଏନେଇ…

ଭାରତକୁ ଝଟକା ଦେଲା ବ୍ରାଜିଲ

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ଝଟକା ଆସିଛି। ପ୍ରକୃତରେ, ବ୍ରାଜିଲ ଭାରତର ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବା ପାଇଁ ଆଲୋଚନା ବନ୍ଦ କରିଦେଇଛି। ରିପୋର୍ଟ ଅନୁଯାୟୀ, ବ୍ରାଜିଲ ଏହି ପଦକ୍ଷେପ ପଛରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ଷମ…

ବାଲେଶ୍ଵର ଛାତ୍ରୀ ଜୀବନ ହାରିବା ଉଦ୍ୟମ ଘଟଣା, ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଏଫଏମ କଲେଜ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏ ଘଣଟାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ନବୀନ କହିଛନ୍ତି ଏହି ଘଟଣା…

ନାକଟିଦେଉଳ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରେଢ଼ାଖୋଲ ନାକଟିଦେଉଳ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା । ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ବରରୁ ନାକଟିଦେଉଳ ଅଭିମୁଖେ…

୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି । ଏଥିରେ ପୂର୍ବତନ କୂଟନୀତିଜ୍ଞ ହର୍ଷ ଶ୍ରୀଙ୍ଗଲା, ବରିଷ୍ଠ ଓକିଲ ଉଜ୍ଜ୍ୱଳ ନିକମ, ଐତିହାସିକ ମୀନାକ୍ଷୀ ଜୈନ ଏବଂ ସମାଜସେବୀ ସଦାନନ୍ଦନ ମାଷ୍ଟର ପ୍ରମୁଖ…

ବାଲେଶ୍ବର ଛାତ୍ରୀ ଜୀବନ ହାରିବା ଉଦ୍ୟମ ଘଟଣା: କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ଵର : ବାଲେଶ୍ବର ଛାତ୍ରୀ ଜୀବନ ହାରିବା ଉଦ୍ୟମ ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କ ଉପରେ ତୀବ୍ର ଅସନ୍ତୋଷ ଝାଡିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏହା ଅତ୍ୟନ୍ତ ଗମ୍ଭୀର ସମସ୍ୟା । ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ସେ ଦାୟୀ କରିଛନ୍ତି…

ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ : ଗିରଫ ହେଲେ ଅଧ୍ୟାପକ, ଅଧ୍ୟକ୍ଷ ନିଲମ୍ବିତ, ଛାତ୍ରୀଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ବାଲେଶ୍ୱର/ଭୁବନେଶ୍ୱର: ବାଲେଶ୍ଵର ଫକୀର ମୋହନ ସ୍ଵଂୟଶାସିତ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ। ସେ କଲେଜର ଶିକ୍ଷା ବିଭାଗ ମୁଖ୍ୟ(ଏଚଓଡି) ଥିଲେ। ସମୀରଙ୍କୁ ତାଙ୍କ ପଦବୀରୁ ନିଲମ୍ବିତ କରାଯିବା ପରେ ସହଦେବଖୁଣ୍ଟା ପୁଲିସ…

ଫକୀରମୋହନ କଲେଜରେ ଛାତ୍ରୀଙ୍କ ଆତ୍ମାହୂତୀ ଉଦ୍ୟମ : ପ୍ରିନ୍ସିପାଲ ଓ ଏଜୁକେସନ ବିଭାଗ HODଙ୍କୁ ନିଲମ୍ବିତ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର ୧୨।୭: ବାଲେଶ୍ବର ଫକୀରମୋହନ କଲେଜରେ ଛାତ୍ରୀ ଦେହରେ ନିଆଁ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ବାଲେଶ୍ୱର ଫକୀରମୋହନ କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଓ ଏଜୁକେସନ ବିଭାଗ HOD ସମୀର ସାହୁ ସସ୍‌ପେଣ୍ଡ ହୋଇଛନ୍ତି । ଉଭୟଙ୍କୁ ସସ୍‌ପେଣ୍ଡ କଲେ…