ଧର୍ମଶାଳାରେ ବିଧାୟକଙ୍କ ସମର୍ଥକଙ୍କ ଗୁଣ୍ଡାରାଜ: ବିଜେପି ନେତା ସିକନ୍ଦର ଅଲ୍ଲୀଙ୍କୁ ଆକ୍ରମଣ

କଟକ/ଯାଜପୁର: ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାହାଡପୁରରେ ଜଣେ ବରିଷ୍ଠ ବିଜେପି ନେତାଙ୍କୁ ଆକ୍ରମଣ କରାଯାଇଥିବା ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ଦିନ ଭାଜପା ଓଡ଼ିଶା ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ସିକନ୍ଦର ଅଲ୍ଲୀ ଏକ ପଥର ଖଣିକୁ…

୨୦୩୬ ସୁଦ୍ଧା ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବାକୁ ସଙ୍କଳ୍ପ, ଏନଡିଡିବି ଏବଂ ଓମଫେଡ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଓମଫେଡ୍ ଡେରୀ ପ୍ଲାଣ୍ଟର କର୍ମଚାରୀ ମାନଙ୍କ ପାଇଁ ୬୨ଟି କ୍ୱାର୍ଟର, ମିଲ୍କ ପାଉଡର ପ୍ୟାକିଙ୍ଗ ମେସିନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆଜି କଟକ ଠାରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ (ଏନ୍‌.ଡି.ଡି.ବି)…

ଏମ୍‌ସ ରେ ଚିକିତ୍ସାଧୀନ ବଳଙ୍ଗା ନାବାଳିକା ପୀଡିତାଙ୍କ ବୟାନ ରେକର୍ଡ

ଭୁବନେଶ୍ବର: ଦୁର୍ବୃତ୍ତଙ୍କ ଦ୍ବାରା ଦେହରେ ନିଆଁ ଲାଗିଲା ପରେ ଏମ୍‌ସ ଭୁବନେଶ୍ବରରେ ଚିକିତ୍ସାଧୀନ ନାବାଳିକାର ବୟାନ ରେକର୍ଡ କରାଯାଇଛି। ପୁରୀଜିଲ୍ଲା ବଳଙ୍ଗା ଟିମ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ନାବାଳିକା ବୟାନ ଦେଇଛନ୍ତି। ୧୮୦ବିଏନ୍‌ଏସ୍‌ଏସ୍‌ରେ ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି। ଏହା ପୂର୍ବରୁ ନାବାଳିକାଙ୍କ…

ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ

ଭୁବନେଶ୍ବର: ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ଦୁଇଟି ସମ୍ବେଦନଶୀଳ ଘଟଣା ଘଟିଲା ପରେ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ମହିଳା ଓ ଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ପାଇଁ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟ ସରକାର ଖୁବ ଶୀଘ୍ର…

ବଳଙ୍ଗା ନାବାଳିକାକୁ ନିଆଁ ଲଗାଇବା ମାମଲା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡ଼ିତାଙ୍କ ମା’

ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳରେ ନାବାଳିକାଙ୍କ ଦେହରେ ନିଆଁ ଲଗାଇବା ମାମଲାରେ ପୀଡିତାଙ୍କ ମା’ ମୁହଁ ଖୋଲିଛନ୍ତି। ଆଜି ଅପରାହ୍‌ଣରେ ପୀଡ଼ିତାଙ୍କ ମା’ ବଳଙ୍ଗା ଥାନାରେ ଏତଲା ଦେଇଛନ୍ତି। ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଛି। ଅଭିଯୋଗରେ…

ଆସୁଛି ବଡ଼ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର :  ପୁଣି ଭିଜିବ ଓଡିଶା। ଆସୁଛି ବଡ଼ ବର୍ଷା ।  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ।  ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।  ଉତ୍ତର…

ଏଫଏମ ଛାତ୍ରୀ ମୃତ୍ୟୁ ମାମଲା: ତରବରିଆ ଭାବେ ପ୍ରସ୍ତୁତ ହୋଇଥିଲା ଆଇସିସି ରିପୋର୍ଟ

ବାଲେଶ୍ବର: ଫୋକିର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଇସିସି ରିପୋର୍ଟ ସତ। ରିପୋର୍ଟରେ ବିସ୍ଫୋରକ ବୟାନ ଦେଇଛନ୍ତି ଆଇସିସି ସଦସ୍ୟ। ସମୟ ସ୍ବଳ୍ପତା ଭିତରେ ତରବରିଆ ଭାବେ ପ୍ରସ୍ତୁତ ହୋଇତିଲା ICC ରିପୋର୍ଟ। ଯେଉଁମାନେ କମିଟିରେ ଥିଲା…

ପରଲୋକରେ ତେଲୁଗୁ ଅଭିନେତା ଭେଙ୍କଟ ରାଜ

ନୂଆଦିଲ୍ଲୀ: ଆଉ ନାହାନ୍ତି ତେଲୁଗୁ ଅଭିନେତା ଭେଙ୍କଟ ରାଜ। ୫୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ  ଅଭିନେତା ଭେଙ୍କଟ ରାଜଙ୍କ ପରଲୋକ ହୋଇଛି। ତାଙ୍କୁ ସ୍ନେହରେ ପ୍ରଶଂସକ ଏବଂ ପରିଚିତ ଲୋକମାନେ ଫିଶ୍ ଭେଙ୍କଟ ମଧ୍ଯ ଡାକୁଥିଲେ। ଦୀର୍ଘ ଦିନ ଧରି ସେ …

ବଳଙ୍ଗା ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳରେ ଆଜି ପୂର୍ବାହ୍‌ଣରେ ଘଟିଥିବା ଘଟଣା ନେଇ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିବା ସହିତ ଲେଖିଛନ୍ତି, ଏହି ଅଭାବନୀୟ ଘଟଣାରେ…

ନାବାଳିକାଙ୍କୁ ଜାଳିଦେବା ଘଟଣା, ଶରୀର ପ୍ରାୟ ୭୦ ପ୍ରତିଶତ ଜଳିଯାଇଥିବା ଏମସ ପକ୍ଷରୁ ସୂଚନା

ପିପିଲି : ବଳଙ୍ଗା ବାୟାବର ଅଞ୍ଚଳରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ଗୁରୁତର ଛାତ୍ରୀଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି। ନାବାଳିକାଙ୍କ ଶରୀର ପ୍ରାୟ ୭୦ ପ୍ରତିଶତ ଜଳିଯାଇଥିବା ଏମସ ପକ୍ଷରୁ ସୂଚନା । ଏମସ ବର୍ଣ୍ଣ ୟୁନିଟରେ ନାବାଳିକାଙ୍କ ଚିକିତ୍ସା ଜାରି ରହିଛି…