ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ, ସ୍ଵାଗତ ସମ୍ଵର୍ଦ୍ଧନା ଜଣାଇଲେ ଦଳୀୟ ନେତା ଓ କର୍ମୀ
ଭୁବନେଶ୍ଵର: ଜେଲରୁ ବାହାରିଲେ ଜଗା ପ୍ରଧାନ । ବିଜେପି ବରିଷ୍ଠ ନେତା ଜଗା ପ୍ରଧାନ ଝାରପଡ଼ା ଜେଲରୁ ମୁକୁଳିଛନ୍ତି । ଜେଲ ସମ୍ମୁଖରେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି । ଗତ ୩୦ ତାରିଖରେ ବିଏମସି ଅତିରିକ୍ତ କମିଶନର ରତ୍ନାକର…
