ମାଓ ଦମ୍ପତିଙ୍କ ଆତ୍ମସମର୍ପଣ: ମୁଣ୍ଡରେ ଥିଲା ୫୦ ଲକ୍ଷ ଲେଖାଏଁ ପୁରସ୍କାର

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ରାଚକୋଣ୍ଡା ପୁଲିସ ନିକଟରେ ଦୁର୍ଦାନ୍ତ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ୪୫ ବର୍ଷ ଧରି ସଂଗଠନରେ କାର୍ଯ୍ୟ କରିବା ପରେ ଏବେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବାକୁ ଚିନ୍ତା କରିଛନ୍ତି। ଏମାନେ…

ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ବଡ଼ ପ୍ରୋତ୍ସାହନ: ୨ଟି ପ୍ରକଳ୍ପ ପାଇଁ ୧୪୯ କୋଟି ମଞ୍ଜୁର

ଭୁବନେଶ୍ବର: ଓଡ଼ିଶାରେ ରେଳ ଭିତ୍ତିଭୂମି ବୃଦ୍ଧି କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ୧୪୯.୩୨ କୋଟି ମୂଲ୍ୟରେ ରାଣିତାଲ ଲିଙ୍କ କ୍ୟାବିନ୍ ଏବଂ ଭଦ୍ରକ ଷ୍ଟେସନ ମଧ୍ୟରେ ଚତୁର୍ଥ ଲାଇନକୁ ମଞ୍ଜୁର କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ…

ସବୁଆଡେ ପଡିଲା ବନ୍ଦର ପ୍ରଭାବ

ଭୁବନେଶ୍ବର: ଅଖିଳ ଭାରତୀୟ କଂଗ୍ରେସ କମିଟିର ତତ୍ତ୍ବାବଧାନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଥିଲା । ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା…

ଆସିକା-ଚିକିଟିକୁ ମିଳିଲା ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ସ୍ୱଚ୍ଛ ସହରଗୁଡ଼ିକର ତାଲିକା ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ…

ବିଚାର ବିଭାଗୀୟ ତଦନ୍ତ ସହ ୨କୋଟି ଦେବାକୁ ଦାବି କଲା ବିଜେଡ଼ି

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣା ନେଇ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲା। ଏହି ଘଟଣାକୁ ନେଇ ଭୁବନେଶ୍ବର ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କ…

ମୃତ୍ୟୁ ଓ ଅକ୍ଷମତା କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କୁ ମିଳିବ ୨ ଲକ୍ଷ ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପଞ୍ଚାୟତ ପ୍ରତିନିଧିମାନଙ୍କ ପାଇଁ କାର୍ଯ୍ୟ ଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ…

୧୬ ବର୍ଷକୁ କମିବ ବ୍ରିଟେନରେ ଭୋଟଦାନ ବୟସ

ଲଣ୍ଡନ : ବ୍ରିଟେନରେ ଭୋଟଦାନ ବୟସ ୧୮ରୁ ୧୬ ବର୍ଷକୁ ହ୍ରାସ କରାଯିବ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରିଟେନର ଲେବର ପାର୍ଟି ସରକାର । ବ୍ରିଟେନରେ ଗତ ୨୦୨୪ରେ ହୋଇଥିବା…

ବିବାହ ସ୍ୱାମୀଙ୍କୁ ସ୍ତ୍ରୀଙ୍କ ବ୍ୟକ୍ତିଗତ ସୂଚନା ଜାଣିବାର ଅଧିକାର ଦିଏ ନାହିଁ : ଛତିଶଗଡ଼ ହାଇକୋର୍ଟ

ରାୟପୁର : ଛତିଶଗଡ଼ ହାଇକୋର୍ଟ ତାଙ୍କ ନିଷ୍ପତ୍ତି ମଧ୍ୟରୁ ଗୋଟିଏରେ ପତ୍ନୀଙ୍କୁ ନେଇ ସ୍ବାମୀଙ୍କ ଅଧିକାରର ସୀମା ବ୍ୟାଖ୍ୟା କରିଛନ୍ତି। ଛତିଶଗଡ଼ ହାଇକୋର୍ଟ ରାୟ କହିଛନ୍ତି, ‘ ବିବାହ ସ୍ୱାମୀଙ୍କୁ ସ୍ତ୍ରୀଙ୍କ ବ୍ୟକ୍ତିଗତ ସୂଚନା ଜାଣିବାର ଅଧିକାର ଦିଏ ନାହିଁ। ସ୍ବାମୀମାନେ…

ଏନଡିଏକୁ ଫେରିବେ କି ଉଦ୍ଧବ ?

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ଏହା ପରେ ରାଜ୍ୟ ରାଜନୈତିକ ପାଣିପାଗ ହଠାତ୍ ସରଗରମ ହୋଇଉଠିଛି । ଉଦ୍ଧବ ପୁଣି ଏନଡିଏକୁ ଫେରିବା ନେଇ…

ନୈନିତାଲରେ ମୃତ୍ୟୁର ଛାୟା; ସାପ ଭୟରେ ଶୋଇ ପାରୁନାହାଁନ୍ତି ଲୋକେ

ନୈନିତାଲ : ଉତ୍ତରାଖଣ୍ଡର ସୁନ୍ଦର ଉପତ୍ୟକାରେ ମୁଣ୍ଡ ଟେକିଛି ଏକ ନୂଆ ବିପଦ । ଯାହାର ନାମ କିଙ୍ଗ କୋବ୍ରା । ଯେଉଁ ସାପ ଏପର୍ଯ୍ୟନ୍ତ କେବଳ ଘଞ୍ଚ ଜଙ୍ଗଲ କିମ୍ବା ତରାଇ ଅଞ୍ଚଳରେ ଦେଖାଯାଉଥିଲା, ତାହା ଏବେ ପର୍ବତଗୁଡିକର ଆବାସିକ…