୭୫ ବର୍ଷରେ ନେତା ଅବସର ନେବା ଉଚିତ: ଭାଗବତ

ନାଗପୁର: ନେତାମାନେ ୭୫ ବର୍ଷରେ ଅବସର ଗ୍ରହଣ କରି ଯୁବପିଢିଙ୍କୁ ନେତୃତ୍ବ ଭାର ଛାଡିବା ଉଚିତ୍ ବୋଲି ପୁଣି ଥରେ କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ। ନାଗପୁରରେ ଆରଏସ୍‌ଏସ୍‌ର ଦିବଂଗତ ବରିଷ୍ଠ କାର୍ଯ୍ୟକର୍ତ୍ତା ମୋ‌ରୋପନ୍ଥ ପିଙ୍ଗଲେଙ୍କ…

କଟକ ସିଟି ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ନାବାଳକଙ୍କ ମୃତ୍ୟୁ

କଟକ : ଚିକିତ୍ସା ଅବହେଳାରୁ ୧୬ ବର୍ଷର ନାବାଳକଙ୍କ ମୃତ୍ୟୁ । ପରିବାରଲୋକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆକ୍ରୋଶ । ହସ୍ପିଟାଲ ଘେରିଲେ, ହୋହାଲ୍ଲା କଲେ । ଶୁକ୍ରବାର ରାତିରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ସମସ୍ତଙ୍କୁ ବୁଝାସୁଝା କରି ମାହୋଲକୁ ଶାନ୍ତ…

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜ୍ୟର ବିକାଶ ଏବଂ ଭବିଷ୍ୟତ ରଣନୀତି ସମ୍ବନ୍ଧୀୟ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

୧୦୦ ୟୁନିଟ୍‌ ମାଗଣା ବିଜୁଳି ଦେବାକୁ ସରକାର କଲେ ଯୋଜନା

ପାଟନା : ନିର୍ବାଚନ ପୂର୍ବରୁ ନୀତିଶ ସରକାରଙ୍କ ବଡ ଭେଟି। ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ କିଛି ମାସ ବାକି ରହିଛି । ମାତ୍ର ଏବେ ମଧ୍ୟ ସରଗରମ ରହିଛି ରାଜ୍ୟ ରାଜନୀତି । ଏବେ ଠାରୁ ଅନେକ ରାଜନୈତିକ…

ଶିମିଳିପାଳରେ ବଢୁଛି ବାଘ ସଂଖ୍ୟା, ପୁଣି ୩ ଟି ଛୁଆ ଜନ୍ମ ଦେଲା କଳା ବାଘୁଣୀ T20

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ବୃଦ୍ଧି ପାଉଛି ବାଘ ସଂଖ୍ୟା। ପୁଣି ୩ ଟି ଛୁଆ ଜନ୍ମ ଦେଇଛି କଳା ବାଘୁଣୀ T20। କ୍ୟାମେରା ଟ୍ରାପରେ କଏଦ ହେଲା ଚିତ୍ର। ଗତ ଜାନୁଆରୀରୁ ଏ ପର୍ଯ୍ୟନ୍ତ ଶିମିଳିପାଳରେ ୯ ଟି ବାଘ…

ଡ୍ରାଇଭର ସଂଘରେ ଫାଟ; ମୁହଁ ଖୋଲିଲେ ସଭାପତି ପ୍ରଶାନ୍ତ ମେଣ୍ଡୁଲି

ଭୁବନେଶ୍ୱର: ଡ୍ରାଇଭର୍ ସଂଘରେ ଫାଟ ନେଇ ସଂଙ୍ଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କାନ୍ଦି କାନ୍ଦି ଭିଡିଓ ଜାରି କଲେ ମେଣ୍ଡୁଲି । ଡ୍ରାଇଭର୍ ଭାଇମାନେ ବିଚାର କରନ୍ତୁ, ଏ ସମୟ ଆଉ ପାଇବନି ବୋଲି ସେ…

ଆସିଲା ତଦନ୍ତ ରିପୋର୍ଟ; ବିମାନ ଦୁଇଟି ଇଞ୍ଜିନ୍‍ ହଠାତ୍‍ କାମ କରିଲାନି

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦ ବିମାନ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ । ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ବିଳମ୍ବିତ ରାତିରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ବିମାନ ଦୁର୍ଘଟଣାର ପ୍ରମୁଖ କାରଣ ଦର୍ଶାଯାଇଛି…

ଭୁବନେଶ୍ବର ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ

ଭୁବନେଶ୍ବର :  ଆଜି ଭୁବନେଶ୍ବର ଫେରିଲେ ବିଜେଡି ସୁପ୍ରିମୋ  ନବୀନ ପଟ୍ଟନାୟକ । ସଂପୂର୍ଣ୍ଣ ସୁସ୍ଥ ହୋଇ ମୁମ୍ବାଇରୁ ଫେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ୍ ର ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ ।  ଜୁନ…

ଅଧ୍ୟାପକଙ୍କ ଦୁର୍ବ୍ୟବହାର ସହିନପାରି ନିଜକୁ ଜାଳିଦେଲେ ଛାତ୍ରୀ

ବାଲେଶ୍ୱର: ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ସ୍ଥିତ ଫକୀର ମୋହନ ମହାବିଦ୍ୟାଳୟରେ । କଲେଜର ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି…

ତୁର୍କୀ କରୁଛି ବଡ ଯୋଜନା, ଇସ୍ରାଏଲର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସମ୍ପ୍ରତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନୋବେଲ୍ ପୁରସ୍କାର ପାଇଁ ପଠାଇଛନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ଟ୍ରମ୍ପ ସମସ୍ୟାରେ ପଡ଼ିଥିବା ପରି…