ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି ହସ୍ପିଟାଲ; ଆସିଲା କଡା ନିୟମ

ଏବେ କୌଣସି ଘରୋଇ ହସ୍ପିଟାଲ ହେଉ କି ନର୍ସିଂ ହୋମ୍‍ ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେ ନାହିଁ । ମୃତ୍ୟୁ ହେବାର ୨ଘଣ୍ଟା ମଧ୍ୟରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ । ଚିକିତ୍ସା ପାଇଁ ଦେୟ ବାକି ଥିଲେ…

ରାହୁଲ ଗାନ୍ଧୀ ଅନେକ ଅବାନ୍ତର କଥା କୁହନ୍ତି: ଆଇନ୍‌ ମନ୍ତ୍ରୀ

ଭୁବନେଶ୍ବର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅନେକ ଅବାନ୍ତର କଥା କୁହନ୍ତି। ରଥଯାତ୍ରା ପ୍ରସଙ୍ଗରେ ରାହୁଲ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ରାଜନୈତିକ ଉଦେଶ୍ୟ ପ୍ରଣୋଦିତ। ରଥ ସବୁ ବର୍ଷ ୨ ଦିନରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥାଏ।…

ଓଡ଼ିଶା ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍; ‘ଗରିବ ଲୋକଙ୍କର ସମ୍ପତ୍ତି ଲୁଟୁଛନ୍ତି’

ଭୁବନେଶ୍ବର: କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶାରେ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି, ଓଡ଼ିଶା ସରକାର କେବଳ ଗରିବଙ୍କୁ ଲୁଟୁଛନ୍ତି । ପ୍ରଥମେ ବିଜେଡି ଲୁଟୁଥିଲା, ଏବେ ବର୍ତ୍ତମାନର ସରକାର ଲୁଟୁଛି…

ରାଜନୀତିରୁ ଅବସରକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ରାଜନୀତିରୁ ଅବସର ବୟସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଆରଏସଏସ(ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ) ମୁଖ୍ୟ ମୋହନ ଭାଗବତଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଏଭଳି କଟାକ୍ଷ କରିଛି। ୭୫ ବର୍ଷ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବା ଉଚିତ…

ରାହୁଲ ଗାନ୍ଧୀଙ୍କ ଭା‌ଷଣ ସରପଞ୍ଚ ନିର୍ବାଚନ ସଭା ଭଳି ଲାଗିଲା: ଜୟନାରାୟଣ

ଭୁବନେଶ୍ବର: ସ୍ଥାନୀୟ ବରମୁଣ୍ଡାରେ ଆୟାଜିତ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ସମାବେଶରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗର୍ଜିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀ ଭା‌ଷଣ ମାଧ୍ୟମରେ ଟାର୍ଗେଟ କରିଥିବା ବେଳେ ସମ୍ବଲପୁର ବିଧାୟକ…

ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଅନୁମତି ମିଳିଲାନି, ସିଦ୍ଧରମୈୟା ଅପଦସ୍ଥ

ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଯାଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅପଦସ୍ଥ ହୋଇଛନ୍ତି । ସେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିଲେ । କିନ୍ତୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇନଥିଲା…

ହାଉସିଂ ସୋସାଇଟି କ୍ଷମତା ନେଇ ବିଡିଏର ଐତିହାସିକ ନିଷ୍ପତ୍ତି, ଫି ନଦେଲେ ବିଜୁଳି ଓ ପାଣି ସଂଯୋଗ ବିଛିନ୍ନ

ଭୁବନେଶ୍ୱର : ହାଉସିଂ ସୋସାଇଟି କ୍ଷମତା ନେଇ ବିଡିଏର ଐତିହାସିକ ନିଷ୍ପତ୍ତି ।  ବକେୟା ଫି ଆଦାୟ ପାଇଁ ଫ୍ଲାଟ ମାଲିକଙ୍କ ଘରକୁ ବିଜୁଳି ଓ ପାଣି ସଂଯୋଗକୁ ବିଛିନ୍ନ କରିପାରିବେ ଆପାର୍ଟମେଣ୍ଟ ସୋସାଇଟି ।  ଆବାସିକ ଆପାର୍ଟମେଣ୍ଟର ଘର ମାଲିକ ରକ୍ଷଣାବେକ୍ଷଣ…

ଆଦାନୀ ଓ ତାଙ୍କ ପରିବାର ପାଇଁ ରଥକୁ ରୋକାଗଲା : ରାହୁଲ

ଭୁବନେଶ୍ବର: ଆଜି କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗଦେଇଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ…

ଦଳ କହିଲେ ଗେଟ୍ ଖୋଲିବି ବନ୍ଦ କରିବି : କହ୍ନୈୟା କୁମାର

ପାଟନା : କଂଗ୍ରେସ ନେତା କହ୍ନୈୟା କୁମାର କହିଛନ୍ତି ଯେ ସେ ଦଳର ଶୃଙ୍ଖଳିତ କର୍ମୀ । ଯଦି ଦଳ କହିବ ସେ ଗେଟ ଖୋଲିବେ ଓ ବନ୍ଦ କରିବେ । ଦଳ ଯଦି କହିବ ସେ ନିର୍ବାଚନ ମଧ୍ୟ ଲଢିବେ…

ମଝିଆ ଭାଇକୁ ହତ୍ୟା କଲା ବଡ଼ ଭାଇ, ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ

ବାଲେଶ୍ୱର: ପାରିବାରିକ ବିବାଦ ନେଲା ଉଗ୍ରରୂପ । ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ମଝିଆ ଭାଇକୁ ହତ୍ୟା କଲା ବଡ଼ ଭାଇ । ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ । ହଁ ଆଜ୍ଞା, ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା…