July 2025

IPS ସ୍ତରରେ ଅଦଳ ବଦଳ, ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍‌

ଭୁବନେଶ୍ୱର: ଆଇପିଏସ୍ କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାର ବୁଧବାର ଦିନ ନକ୍ସଲ ବିରୋଧୀ ଅଭିଯାନ ଏବଂ ସ୍ୱତନ୍ତ୍ର ଗୁପ୍ତଚର ୱିଙ୍ଗ (SIW) ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସହିତ ଜଡିତ ବରିଷ୍ଠ ଅଧିକାରୀଙ୍କ ବଦଳି ଘୋଷଣା କରିଛନ୍ତି।…

ଡାଇରିଆ ଡର: ଦୟା ନଦୀ ପାଣି ବ୍ୟବହାର ନକରିବାକୁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର: କଣାସରେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୟା ନଦୀ। ଦୟା ନଦୀ ପାଣି ବ୍ୟବହାର ଯୋଗୁଁ ବ୍ୟାପୁଛି ଝାଡ଼ାବାନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଦେଇଛନ୍ତି ସୂଚନା। ଜଟଣୀ ରାଣୀପୁରରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଟିମ୍। ନମୂନା ରିପୋର୍ଟ…

ଯୁଦ୍ଧବିରତି ମଧ୍ୟରେ ଇରାନକୁ ଅସ୍ତ୍ରଶସ୍ତ୍ର ପଠାଇଲା ଚୀନ୍

ତେ‌ହେରାନ/ବେଜିଂ:ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନିଆ ଯୁଦ୍ଧରେ ଉଭୟ ଦେଶ ବହୁତ କ୍ଷତି ସହିଛନ୍ତି। ଉଭୟ ଦେଶ ୨୪ ଜୁନ୍‌ରେ ଯୁଦ୍ଧବିରତି ଘୋଷଣା କରିଥିଲେ। କିନ୍ତୁ ଏହି ଯୁଦ୍ଧ କେବେ ପୁଣି ଥରେ ଆରମ୍ଭ ହେବ ସେ ବିଷୟରେ କୌଣସି…

ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ, ମେଘନାଦ ପାଚେରୀ ଡେଇଁ ମନ୍ଦିରରେ ପଶିଲେ ୪ ଯୁବକ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ । ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଭିତରେ ଚଢ଼ିଲେ ସନ୍ଦିଗ୍ଧ । ନୀଳାଦ୍ରିବିଜେରେ ମାଳ ମାଳ ସୁରକ୍ଷା କର୍ମୀ ଶ୍ରୀମନ୍ଦିର ବାହାରେ ଜଗିଥିବା ବେଳେ, ଶ୍ରୀମନ୍ଦିର ଭିତରେ…

ରାଜ୍ୟର କୌଣସି ଗୋଟିଏ ସ୍ଥାନରେ ବନ୍ୟା ସ୍ଥିତି ନାହିଁ

ଭୁବନେଶ୍ୱର: ରାଜ୍ୟର କୌଣସି ଗୋଟିଏ ସ୍ଥାନରେ ବନ୍ୟା ସ୍ଥିତି ନାହିଁ। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଦେଇଛନ୍ତି ସୂଚନା। ସୁବର୍ଣ୍ଣରେଖା ନଦୀର ଜଳସ୍ତର ସତର୍କ ସଂକେତ ଉପରେ ଅଛି। କେବେ ହେଲେ ବିପଦ ସଂକେତ ଉପରକୁ ଯିବ…

ଅଟକ ବଙ୍ଗୀୟ ଶ୍ରମିକଙ୍କ ତୁରନ୍ତ ମୁକ୍ତି ଦାବି କଲେ ସାଂସଦ ମହୁଆ ମଇତ୍ର

ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ବୁଧବାର ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଓଡ଼ିଶାରେ ବେନିୟମ ଭାବେ ଅଟକ ଥିବା ଶ୍ରମିକମାନଙ୍କ ତୁରନ୍ତ ମୁକ୍ତି ଦାବି କରିଛନ୍ତି। ଏକ୍ସ କରିଥିବା ପୋଷ୍ଟରେ ସାଂସଦ ମହୁଆ କହିଛନ୍ତି, ଝାରସୁଗୁଡା ଓରିଏଣ୍ଟ ପୁଲିସ…

ହୀରାକୁଦର ୪ଟି ଗେଟ୍‌କୁ ବନ୍ଦ, ଏବେ ୧୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ପାଣି

ସମ୍ବଲପୁର : ଦୁଇଦିନ ଧରି ହୀରାକୁଦ ବନ୍ଧର ୨୦ଟି ଗେଟ୍ ଖୋଲା ରହିବା ପରେ ମଙ୍ଗଳବାର ସନ୍ଧ୍ୟାରେ ୪ଟି ଗେଟ୍‌କୁ ବନ୍ଦ କରାଯାଇଛି । ବର୍ତ୍ତମାନ ୧୬ ଗେଟ୍‌ ଦେଇ ମହାନଦୀକୁ ପାଣି ନିଷ୍କାସିତ ହେଉଛି। ହୀରାକୁଦ ଡ୍ୟାମ୍‌ ବାମପଟର ୧୧…

ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପିଲା ଫେଲ୍‌ ହେଲେ ପୁଣି ମିଳିବ ପରୀକ୍ଷା ସୁଯୋଗ

ଭୁବନେଶ୍ବର: ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ରୁ ବହିଷ୍କାର କରାଯାଇ ପାରିବନି । ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସଂଶୋଧନ ଆଣି ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି । ନୂତନ ନିୟମ ଅନୁସାରେ, ପଞ୍ଚମ ଓ…

ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ; ୨ ମୃତ

ଜୟପୁର : ରାଜସ୍ଥାନର ଚୁରୁରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଏକ ଜାଗୁଆର ଲଢ଼ୁଆ ବିମାନ। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେମାନେ ପାଇଲଟ୍‌ ବୋଲି ଅନୁମାନ କରାଯାଉଛି। ଚୁରୁ ଏସପି ଜୟ…

କଟକ ଗଡ଼ଗଡ଼ିଆ ଘାଟରେ ମେୟରଙ୍କ ସମୀକ୍ଷା, ଶ୍ରାବଣ ସୋମବାରକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

କଟକ : ଶ୍ରାବଣ ସୋମବାରକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ କଟକ ମେୟର ସୁବାସ ସିଂ। କଟକ ଗଡଗଡିଆ ଘାଟରେ ପହଞ୍ଚି ଅତିରିକ୍ତ କମିଶନର, ସିଏମସି ଅଧିକାରୀ, ଅଗ୍ନିଶମ ଏବଂ ଓଡ୍ରାଫ ଅଧିକାରୀଙ୍କ ସହ ମିଶି ସମୀକ୍ଷା କରିଛନ୍ତି…