ରାଜ୍ୟରେ ଚାଲିଛି ଟ୍ରିପଲ ଏମ ସରକାର

ଭୁବନେଶ୍ୱର, ୮।୭: ବରିଷ୍ଠ ଭାଜପା ନେତା ମନମୋହନ ସାମଲ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସର୍ବସମ୍ମତ କ୍ରମେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଇଛି। ମନମୋହନ ପୁନଃ ସଭାପତି ନିର୍ବାଚିତ…

ଲମ୍ବା ଇନିଂସ ଖେଳିବ ବିଜେପି ସରକାର : ମନମାହନ

ଭୁବନେଶ୍ବର: ଚତୁର୍ଥ ଥର ପାଇଁ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମନ‌ମୋହନ ସାମଲ କହିଛନ୍ତି ରାଜ୍ୟରେ ବିଜେପି ସରକାର ୨୦୩୬ ମସିହା ବି ଦେଖିବ ୨୦୪୭ ମସିହା ବି ଦେଖିବ। ବିଜେପି ସରକାର ଲମ୍ବା ଇନିଙ୍ଗିସ…

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: କେନ୍ଦୁଝରରେ ଅଖଚକ ବନ୍ଦ, ଯାତାୟତରେ ବାଧାପ୍ରାପ୍ତ

କେନ୍ଦୁଝର : ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ରାଜ୍ୟବ୍ୟାପି ୭ଦଫା ସମ୍ବଳିତ ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦଳନ ହୋଇଛି। ଫଳରେ ଅଖଚକ ବନ୍ଦ ହୋଇ ଯାଇଛି। ଏହା ଦ୍ବାରା ଯାତାୟତ ବ୍ୟାହତ ହୋଇଯାଇଥିବାରୁ ସାଧାରଣଲୋକେ ଯାଆସ କରିନପାରି ବହୁ…

ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସରକାରଙ୍କ ମେଗା ପ୍ଲାନ୍

ଭୁବନେଶ୍ବର: ପୁରୀ ପାଇଁ ସରକାର ବଡ଼ ଯୋଜନା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ମେଗା ପ୍ଲାନ୍ କରାଯାଉଛି। ଏକା ସାଙ୍ଗରେ ୨୫ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ…

କରୁଣାର ଅମୃତଧାରା ଓ ଅଶରୀରୀଙ୍କ ମୋକ୍ଷର ପର୍ବ ଶ୍ରୀଜଗନ୍ନାଥଙ୍କ ଅଧରପଣା ଅନୁଷ୍ଠିତ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି କରୁଣାର ଅମୃତଧାରା ଓ ଅଶରୀରୀଙ୍କ ମୋକ୍ଷର ପର୍ବ ଶ୍ରୀଜଗନ୍ନାଥଙ୍କ ଅଧରପଣା | ନବଦିନାତ୍ମକ ଯାତ୍ରା ସାରି, ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ପଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା…

ବଢୁଛି ନଦୀଗୁଡିକରେ ଜଳସ୍ତର, ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ: ସୁରେଶ ପୂଜାରୀ

ଭୁବନେଶ୍ୱର: କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ । କିନ୍ତୁ ନଦୀ ଗୁଡିକରେ ଜଳସ୍ତର ବଢ଼ୁଛି । ସେପଟେ ଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ କ୍ଷୟକ୍ଷତି ହୋଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ…

ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାରର ପୁନର୍ବିନ୍ୟାସ କଲେ ସରକାର

ଭୁବନେଶ୍ଵର: ରାଜ୍ୟରେ ଜଙ୍ଗଲ ସମ୍ପଦର ବିକାଶ, ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି କାର୍ଯ୍ୟରେ କ୍ଷେତ୍ର କର୍ମଚାରୀ ଓ ଜନସାଧାରଣଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଏହି…

ପୁଣି ଉଛୁଳିଲା ବୈତରଣୀ, ବୋଡକଠାରେ ବୁଡ଼ିବ ଜାତୀୟ ରାଜପଥ

ଆରଡି: ଉପରମୁଣ୍ଡ ଏବଂ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁ ପୁଣି ଆରଡି ଅଞ୍ଚଳରେ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଉଛୁଳିବାରେ ଲାଗିଛି। ଆଖୁପଦା ନିକଟରେ ବୈତରଣୀ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ତଳମୁଣ୍ଡରେ ଲଗାଣବର୍ଷା ଓ…

ଭବାନୀପାଟଣାରେ ସାଧାରଣଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାରୁ ଶାସନ କରିବେ। ବିଗତ କିଛି ଦଶନ୍ଧି ପୂର୍ବରୁ ରାଜ୍ୟର ସବୁଠାରୁ ପଛୁଆ ଅଞ୍ଚଳ ଭାବେ ଦେଶରେ ପରିଚିତ ଥିବା କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ। ରାଜସ୍ବ ମନ୍ତ୍ରୀ ସରେଶ ପୂଜାରୀ…

ଆତ୍ମସମର୍ପଣ କଲେ ୨ ମହିଳା କ୍ୟାଡରଙ୍କ ସମେତ ୩ ହାର୍ଡକୋର ମାଓବାଦୀ

ଫୁଲବାଣୀ: ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏ ନେଇ ଆଜି ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟରେ…