ଦୋକାନରେ ପଶିଗଲା ମିନିଟ୍ରକ, ଅଳ୍ପକେ ବର୍ତ୍ତିଲେ ଦୋକାନୀ

 ଆଠଗଡ଼ : ଦ୍ରୁତଗତିରେ ଆସି ଦୋକାନରେ ପଶିଗଲା ମିନିଟ୍ରକ । ଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ମିନିଟ୍ରକ ଚାଳକ। ଆଠଗଡ଼ର ତିଗିରିଆ ଥାନା ବିନ୍ଧାଣୀମା ହାଟ ଛକରେ ଦୋକାନ ଭିତରେ ପଶିଗଲା ପିକ ଅପ ଭ୍ୟାନ। ଦ୍ରୁତ ଗତିରେ ଆସୁଥିବା ଏକ ପିକ୍…

ଶୁଳ୍କ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବଡ଼ ନିଷ୍ପତ୍ତି: ସର୍ଗିଓ ଗୋର୍ ହେଲେ ଭାରତରେ ଆମେରିକାର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତ ସହିତ ଶୁଳ୍କ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ତାଙ୍କର ଜଣେ ବିଶ୍ୱସ୍ତ ସର୍ଗିଓ ଗୋରଙ୍କୁ ଭାରତରେ ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛନ୍ତି। ଏହା ସହିତ, ଗୋର୍‌ଙ୍କୁ…

ଆମେରିକାର ସାମଗ୍ରୀ ଉପରୁ ପ୍ରତିଶୋଧମୂଳକ ଶୁଳ୍କ ହଟାଇବ କାନାଡା

ନୂଆଦିଲ୍ଲୀ: କାନାଡା ସେପ୍ଟେମ୍ବର ୧ ତାରିଖରୁ ଅଧିକାଂଶ ଆମେରିକୀୟ ସାମଗ୍ରୀ ଉପରେ ପ୍ରତିଶୋଧମୂଳକ ଶୁଳ୍କ ହଟାଇବ। ଯଦିଓ ଷ୍ଟିଲ୍, ଆଲୁମିନିୟମ ଏବଂ ଅଟୋମୋବାଇଲ୍ ଉପରେ ଶୁଳ୍କ ସମାନ ରହିବ। ନିକଟରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ମୁଖ୍ୟମନ୍ତ୍ରୀଙ୍କ ଭିତରେ ମମତା ସବୁଠୁ ଗରିବ, ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁରେ ସବୁଠୁ ଅଧିକ ଅପରାଧ

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଲୋଚନା ହେଉଥାଏ । ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ତାଙ୍କ ରାଜ୍ୟର ମୁଖିଆଙ୍କର କେତେ ସମ୍ପତ୍ତି ରହିଛି? ଏହାକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଦ୍ୱାରା ପ୍ରକାଶିତ…

ମହାରାଷ୍ଟ୍ରର ଗଡଚିରୋଲିରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜନୀତି ସରଗରମ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଲାଲୁ ଯାଦବଙ୍କ ଦଳ ଆରଜେଡିକୁ ବିଜେପି ଟାର୍ଗେଟ କରୁଥିବା ବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଲଗାତାର…

୨୦୨୮ ସୁଦ୍ଧା ହେବ ଭାରତର ନିଜସ୍ୱ ମହାକାଶ ଷ୍ଟେସନ, ୨୦୩୫ ସୁଦ୍ଧା ଚନ୍ଦ୍ରାୟଣ-୪: ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ୨୦୩୫ ସୁଦ୍ଧା ଚନ୍ଦ୍ରାୟଣ-୪, ଏକ ଶୁକ୍ର ଅର୍ବିଟର ମିଶନ ଏବଂ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (BAS), ଭାରତର ନିଜସ୍ୱ ମହାକାଶ ଷ୍ଟେସନ ସ୍ଥାପନ କରିବାର ଯୋଜନା ଘୋଷଣା କରିଛି…

ଗଙ୍ଗା ସ୍ନାନ ସାରି ଫେରିବା ବେଳେ ଦୁର୍ଘଟଣା, ଅଟୋ-ଟ୍ରକ୍ ମୁହାଁମୁହିଁ : ୮ ମୃତ, ୪ ଆହତ

ପାଟନା : ବିହାରର ପାଟନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୮ଜଣଙ୍କର  ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଅଟୋ ଏବଂ ଏକ…

ଅଡ଼ୁଆ ଜାଲରେ ଅନୀଲ ଅମ୍ବାନୀ, ଘର, ଅଫିସ୍ ସମେତ ୬ ସ୍ଥାନରେ ସିବିଆଇ ରେଡ୍

ମୁମ୍ବାଇ: ଅନୀଲ ଅମ୍ବାନୀଙ୍କ ଘରେ ସିବିଆଇ ରେଡ୍ । ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ରେଡ୍ କରୁଛି  ସିବିଆଇ ।  ମୁମ୍ବାଇର ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ ।  ୧୭  ହଜାର କୋଟି ଟଙ୍କା…

ଟ୍ରମ୍ପଙ୍କ ଟାରିଫ୍ ଉପରେ କାର୍ଯ୍ୟାନୁଷ୍ଠାନ, ଆମେରିକାକୁ ଅସ୍ଥାୟୀ ଭାବେ ଡାକ ସେବା ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ଡାକ ବିଭାଗ ୩୦ ଜୁଲାଇ, ୨୦୨୫ ରେ ଯୁକ୍ତରାଷ୍ଟ୍ର ସରକାର ଦ୍ୱାରା ଜାରିକୃତ କାର୍ଯ୍ୟାଦେଶ ସଂଖ୍ୟା ୧୪୩୨୪କୁ ଧ୍ୟାନରେ ନେଇଛି । ଏହି ଆଦେଶାନୁସାରେ, ୨୯ ଅଗଷ୍ଟ ୨୦୨୫ ରୁ USD ୮୦୦ ପର୍ଯ୍ୟନ୍ତ ମୂଲ୍ୟର ପଣ୍ୟ ପାଇଁ ରହିଥିବା…

ବେଜିଂରେ ନିର୍ମାଣଧୀନ ପୋଲ ଭୁଶୁଡି ୧୨ ମୃତ ୪ ନିଖୋଜ

ବେଜିଂ : ଚୀନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଚୀନର ନିର୍ମାଣାଧୀନ ଏକ ରେଳ ପୋଲ ଭୁଶୁଡ଼ି ପଡ଼ି ୧୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ନିଖୋଜ ରହିଛନ୍ତି । ଏପରି ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତି କିଙ୍ଗହାଇରେ…