ନିଖୋଜ ୟୁଟ୍ୟୁବରଙ୍କ ପତ୍ତା ମିଳିଲା: ସୁରକ୍ଷିତ ଥିବା ସୂଚନା

ଦିଗପହଣ୍ଡି: ନିଖୋଜ ୟୁଟ୍ୟୁବର୍ ନରେନ୍ଦ୍ର ସାହୁଙ୍କ ମିଳିଲା ପତ୍ତା। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ମାରମାରିଆ ଗାଁରେ ୟୁଟ୍ୟୁବର୍ ଥିବା ସୂଚନା। ଗାଁର ଆଦିବାସୀଙ୍କ ଗହଣରେ ୟୁଟ୍ୟୁବର୍‌ ସୁରକ୍ଷିତ ଥିବା ସୂଚନା। ଗତ ରବିବାରଠୁ ନିଖୋଜ ଥିଲେ ଟ୍ୟୁବର୍ ନରେନ୍ଦ୍ର ସାହୁ।…

ଆଶ୍ରମ ସ୍କୁଲ ଛାତରୁ ଖସି ଗ୍ରୀଲ୍ ଉପରେ ଲାଖି ରହିଲେ ନାବାଳକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣୁପୁର ଆଶ୍ରମ ସ୍କୁଲରେ ଅଘଟଣ। ଗଣେଶ ପୂଜା ପାଇଁ ଆସିଥିବା ବେଳେ ଅଘଟଣର ଶିକାର ହେଲେ ନାବାଳକ। ଛାତରୁ ଖସି ଲୁହା ଗ୍ରୀଲ୍‌ ଉପରେ ପଡି ଘଣ୍ଟାଏ ସମୟ ଧରି ଲାଖି ରହିଲେ ନାବାଳକ। ଉଦ୍ଧାର…

ଲାଞ୍ଚ ନେଇ ଧରାପଡିଲେ ଆସିଷ୍ଟାଣ୍ଡ ଟ୍ୟାକ୍ସ କମିଶନର

ଭୁବନେଶ୍ବର: ଆସିଷ୍ଟାଣ୍ଡ ଟ୍ୟାକ୍ସ କମିଶନର ସରିତା ବାରିକ ଗିରଫ। ଜୋରିମାନା ଛାଡ଼ ଲାଗି ଜଣେ ବ୍ୟାକେରୀ ଦୋକାନୀଙ୍କଠାରୁ ଲାଞ୍ଚ ନେଇ ଧରାପଡିବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।  ଭିଜିଲାନ୍ସ ଦଳ ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ୨୫ ହଜାର…

ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଅଡୁଆ ବଢିଲା

ଭୁବନେଶ୍ୱର : ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଅର୍ଥ ହେରଫେର, ସଂସଦରେ ଦେଶ ସୁରକ୍ଷା ଓ ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ଆସିଛି । ଏହାସହ ସମ୍ପତ୍ତି କାରବାର, ଟ୍ରଷ୍ଟ…

ବନ୍ୟାପାଣି କମୁଛି, ଦୁର୍ଦ୍ଦଶା ବଢୁଛି

ଆରଡି : ବୈତରଣୀ ନଦୀରେ ବନ୍ୟା କମୁଥିଲେ ମଧ୍ୟ ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି  । ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତରେ ବନ୍ୟାସ୍ଥିତିର ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ୩ଟି ରାସ୍ତାରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆରଡି, ଓଳଗ, ନାନ୍ଦପୁର ପଞ୍ଚାୟତର…

୧୮୦ ଲିଟର ନକଲି ଡିଇଏଫ୍ ଜବତ ,ଜଣେ ଅଟକ

ରଣପୁରଗଡ: ରାଜ୍ୟରେ ଚଳପ୍ରଚଳ କରୁଥିବା ଟ୍ରକ, ବସ୍ ଆଦିରେ ଏବେ ଡିଇଏଫର ବ୍ୟବହାର ବଢିବାରେ ଲାଗିଛି । ତେଣୁ ବିଭିନ୍ନ ଜାତୀୟ ରାଜପଥ କଡରେ ଡିଇଏଫ ବିକ୍ରୟ କେନ୍ଦ୍ର ଦେଖିବାକୁ ମିଳୁଛି । କିନ୍ତୁ ୧୬  ନମ୍ବର ଜାତୀୟ ରାଜପଥ ଚାନ୍ଦପୁର…

ସୁପ୍ରିମକୋର୍ଟ କଲେଜିୟମ୍‌ରେ ମତଭେଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ୍‌ରେ ମତଭେଦ ଦେଖାଯାଇଛି। ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିପୁଲ ଏମ୍ ପାଞ୍ଚୋଲିଙ୍କ ନାମକୁ ସୁପ୍ରିମକୋର୍ଟର ବିଚାରପତି ପଦ ପାଇଁ ସୁପାରିସ କରାଯାଇଛି। ତେବେ ଜଷ୍ଟିସ ପାଞ୍ଚୋଲିଙ୍କ ନାମ ସୁପାରିସକୁ କଲେଜିୟମ୍‌ର ସଦସ୍ୟ ଜଷ୍ଟିସ ବିଭି ନାଗରତ୍ନା…

ଫୋନ କଲେ ଟ୍ରମ୍ପ ଉତ୍ତର ଦେଲେନି ମୋଦୀ

ବର୍ଲିନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ କଲ୍‌କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଉପେକ୍ଷା କରିଥିବା ଜଣାଯାଇଛି। ଜର୍ମାନୀ ସ୍ଥିତ ଖବରକାଗଜ ‘ଫ୍ରାଙ୍କଫର୍ଟର ଆଲଜେମାଇନ୍‌’ ରିପୋର୍ଟ ଅନୁଯାୟୀ ନିକଟରେ ମୋଦୀଙ୍କ ନିକଟକୁ ଟ୍ରମ୍ପ ୪ଥର ଫୋନ କଲ୍ କରିଥିଲେ।…

ବୈଷ୍ଣୋଦେବୀ ମାର୍ଗରେ ଭୂସ୍ଖଳନ, ପାହାଡ଼ ଧସି ୩୧ ମୃତ

ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ତାଣ୍ଡବ। ବୈଷ୍ଣୋଦେବୀ ମାର୍ଗରେ ଭୂସ୍ଖଳନ। ପାହାଡ଼ ଧସିବା ଫଳରେ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଜମ୍ମୁକଶ୍ମୀରର କଟରା ଜିଲ୍ଲାର ଅର୍ଦ୍ଧକୁଆରୀ ପାଖରେ ହୋଇଛି ଲ୍ୟାଣ୍ଡସ୍ଲାଇଡ । ଏହି…

ମୁମ୍ବାଇ ଭିରାରରେ ଚାରି ମହଲା କୋଠା ଭୁଶୁଡି ୩ ମୃତ ଓ ୯ ଆହତ

ମୁମ୍ବାଇ : ପାଲଘର ଜିଲ୍ଲା ଭିରାରରେ ଘଟିଛି ବଡ଼ ଅଘଟଣ । ଚାରି ମହଲା କୋଠାର ପଛରୁ କିଛି ଅଂଶ ଭୁଶୁଡି ପଡିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୮ରୁ୯ ଜଣଙ୍କର ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ…