ମହାରାଷ୍ଟ୍ରରେ ଅଘଟଣ: ଫାର୍ମାସିଟ୍ୟୁକାଲ କମ୍ପାନୀରୁ ଗ୍ୟାସ୍ ଲିକ୍, ୪ ମୃତ, ୨ ଗୁରୁତର
ମହାରାଷ୍ଟ୍ର : ମହାରାଷ୍ଟ୍ର ପାଲଘରର ତାରାପୁର-ବୋଇସର ଶିଳ୍ପାଞ୍ଚଳରେ ଥିବା ଏକ ଫାର୍ମାସିଟ୍ୟୁକାଲ କମ୍ପାନୀରେ ଅଘଟଣ । ଗ୍ୟାସ୍ ଲିକ୍ ହୋଇ ଜଣଙ୍କର ୪ମୃତ୍ୟୁ ହୋଇଛି । ତାରାପୁର-ବୋଇସର ଶିଳ୍ପାଞ୍ଚଳରେ ଥିବା ଏକ ଫାର୍ମାସିଟ୍ୟୁକାଲ କମ୍ପାନୀରୁ ଲିକ୍ ହୋଇଥିବା ନାଇଟ୍ରୋଜେନ ଗ୍ୟାସ୍ ନିଶ୍ୱାସ ନେବାରୁ…
