ଇଂ. ହରିହର ତ୍ରିପାଠୀଙ୍କ ପୁସ୍ତକ ‘ମୁଁ ଆସୁଛି ତୁମ ପାଖକୁ’ ଲୋକାର୍ପିତ
ଭୁବନେଶ୍ୱର: "ମତେ ନିଜ ଭିତରେ ଅନୁଭବ କର। ନିଜର ପରିବେଶକୁ ମନ୍ଦିର କରିଦିଅ | ପ୍ରକୃତିର ସୁରକ୍ଷା ଭିତରେ ମୋର ଉପାସନା କର | ଦୁଃଖି-ଭୋକିର ସେବା ହିଁ ମୋର ଶ୍ରେଷ୍ଠ ନୈବେଦ୍ୟ।" - ଏହା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଜସ୍ୱ…
