ଦଶମ ଶ୍ରେଣୀ ଛାତ୍ରକୁ ଛୁରାମାଡ଼ କଲା ୯ମ ଶ୍ରେଣୀ ଛାତ୍ର, ସ୍କୁଲରେ ତୁମୁଳକାଣ୍ଡ

ଅହମ୍ମଦାବାଦ: ଗୁଜରାଟ ଅହମ୍ମଦାବାଦରେ ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା । ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର । ଘରୋଇ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ପରେ ତୁମୁଳକାଣ୍ଡ । ଗତକାଲି ପିଲା…

ଦିଲ୍ଲୀରେ ଭୁଶୁଡିଲା କୋଠା, ୩ ମୃତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଭୁଶୁଡିଲା ବିଲିଡିଂ । ଦରିଆଗଞ୍ଜ ଅଞ୍ଚଳରେ ଥିବା ଏକ ବିଲିଡିଂ ଭୁଶୁଡିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଛି । ବିଲିଡିଂ ଭୁଶୁଡିବା ପରେ ଏହାତଳେ ଚାପି ହୋଇ ୩ ଜୀବନ ଚାଲିଯାଇଥିବା ସୂଚନା ମିଳିଛି ।…

ମୁମ୍ବାଇରେ ପ୍ରବଳ ବର୍ଷା: ପ୍ରଭାବିତ ହୋଇପାର ବିମାନ ପରିଚାଳନା, ଇଣ୍ଡିଗୋ ଜାରି କଲା ଆଡଭାଇଜରୀ

ମୁମ୍ବାଇରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ବୁଧବାର ଏକ ଯାତ୍ରା ପରାମର୍ଶ ଜାରି କରିଛି । ବିମାନ କମ୍ପାନୀ କହିଛି ଯେ ଏହା “ବିମାନ ଟ୍ରାଫିକ୍ ଭିଡ଼ ସୃଷ୍ଟି କରିପାରେ ଏବଂ ବିମାନ ପରିଚାଳନାକୁ ପ୍ରଭାବିତ କରିପାରେ ।…

ଜେଲ୍ ଗଲେ ପଦରୁ ବିଦା ହେବେ PM, CM, ମନ୍ତ୍ରୀ; ଲୋକସଭାରେ ବିଲ୍ ଆଗତ ପରେ କପି ଚିରି ଫିଙ୍ଗିଲେ ବିରୋଧୀ….

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ୧୩୦ ତମ ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍ ୨୦୨୫ ଏବଂ ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ଆଗତ କରିଛନ୍ତି ।…

ଭାରତ ଚଳାଇଲା ଗୋଟି, ନିଜ ଜାଲରେ ଫସିବେ ଟ୍ରମ୍ପ!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଭାରତ ଉପରେ ଖପ୍ପା । ରୁଷିଆ ସହ ସମ୍ପର୍କ ନେଇ ଭାରତ ଉପରେ ଦାଉ ସାଧୁଥିବା ଟ୍ରମ୍ପ, ଦେଶର ଆମଦାନୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଜାରି କରିଛନ୍ତି । ହେଲେ ଏବେ…

ଭାରତରେ ବ୍ୟାପୁଛି ସାଂଘାତିକ ରୋଗ, ‘ବ୍ରେନ ଇଟିଂ ଆମୀବା’ ନେଉଛି ଜୀବନ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପ୍ରକାରର ଭୂତାଣୁ (ଭାଇରସ) ଓ ଜୀବାଣୁ (ବ୍ୟାକ୍ଟେରିଆ) ମଣିଷର ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛନ୍ତି। କିନ୍ତୁ କେତେକ ଏମିତି ଅଛନ୍ତି, ଯାହାର ନାମ ଶୁଣିଲେ ହିଁ ଲୋକେ ଭୟଭୀତ ହୋଇଯାଆନ୍ତି। ‘ବ୍ରେନ ଇଟିଂ ଆମୀବା’ ଏପରି…

ଫସିଲା ମୋନୋ ରେଲ୍‌: କ୍ରେନ୍‌ରେ ଯାତ୍ରୀଙ୍କୁ କରାଗଲା ଉଦ୍ଧାର

ମୁମ୍ବାଇ: ପ୍ରବଳ ବର୍ଷା ମଧ୍ୟରେ ଆଜି ମୁମ୍ବାଇରେ ଏକ ମୋନୋ ରେଲ୍‌ ଟ୍ରେନ୍‌ ଫସି ଯାଇଛି। ଏଥିଯୋଗୁଁ ପ୍ରାୟ ୨ ଶହ ଯାତ୍ରୀ  ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଫସି ରହିଥିଲେ।  ମୋନୋ ରେଲ୍‌ ଏକ ଉଚ୍ଚ ଟ୍ରାକ୍‌ରେ ଯାତ୍ରା…

ମୁମ୍ବାଇରେ ଦିନକରେ ୩୦୦ ମିମି ବର୍ଷା, ରେଡ୍ ଆଲର୍ଟ, ୬ ମୃତ, ୩ ଶହ ଉଦ୍ଧାର

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକାଲ ଟ୍ରେନ୍ ବିଳମ୍ବିତ ହେବା ଓ ସଡ଼କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେବାରୁ ସହର ପ୍ରାୟ ଠପ୍ ହୋଇଯାଇଛି। ବର୍ଷାଜନିତ କାରଣ ପାଇଁ ୬…

ନାମାଙ୍କନ ଭରିଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ, ପ୍ରଥମ ପ୍ରସ୍ତାବକ ହେଲେ ମୋଦି

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ଏନଡିଏ ସମର୍ଥିତ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଆସନ୍ତାକାଲି ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ଆଜି ନାମାଙ୍କନ ଭରିଛନ୍ତି ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ରାଜଧାନୀର ୫୦ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ, ଛାତ୍ରଛାତ୍ରୀ-ଅଭିଭାବକ ଭୟଭୀତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ସ୍କୁଲକୁ ମିଳିଛି ବୋମା ବିସ୍ଫୋରଣ ଧମକ । ପୁଣି ଥରେ ଦିଲ୍ଲୀର ୫୦ଟି ସ୍କୁଲକୁ ମିଳିଛି ବୋମା ଧମକ । ମାଲବ୍ୟ ନଗର, ନଜଫଗଡ଼, କରୋଲ ବାଗ ସହିତ ଅନ୍ୟ ସ୍କୁଲକୁ ବୋମା ଧମକ ମିଳିଛି ।…