୨୪ ଯାଏ ପ୍ରବଳ ବର୍ଷା ଆଶଙ୍କା, ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ୱର : ଦୁର୍ବଳ ହେଉଛି ଅବପାତ । ଆଗାମୀ ୧୨ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। କ୍ରମଶଃ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ମୁହାଁ ହେବ। ଅବପାତ ପ୍ରଭାବରୁ ଆଭ୍ୟନ୍ତରୀଣ…
ଭୁବନେଶ୍ୱର : ଦୁର୍ବଳ ହେଉଛି ଅବପାତ । ଆଗାମୀ ୧୨ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। କ୍ରମଶଃ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ମୁହାଁ ହେବ। ଅବପାତ ପ୍ରଭାବରୁ ଆଭ୍ୟନ୍ତରୀଣ…
କଟକ : ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ ମଙ୍ଗଳବାର ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ୍ (ନିଟ୍ ପିଜି ୨୦୨୫)ର ପରୀକ୍ଷା ଫଳ ଘୋଷଣା କରିଛି । ଏଥିରେ ଅଲ ଇଣ୍ଡିଆ ଟପ୍ପର ହେଇଛନ୍ତି SCB…
ମୟୂରଭଞ୍ଜ : ଶିମିଳିପାଳ କୋର୍ ଅଞ୍ଚଳରେ ବୁଲୁଛି ବାଘୁଣୀ ‘ଜିନ୍ନତ୍’ । ୭ମାସ ପରେ ଏନକ୍ଲୋଜରରୁ ବାହାରି କୋର୍ ଅଞ୍ଚଳରେ ଶିକାର କରୁଛି । ଜିନ୍ନତ୍ ଉପରେ ୨୪ ଘଣ୍ଟିଆ ନଜର ରଖିଛି ସ୍ବତନ୍ତ୍ର ଟିମ୍ । କୋର୍ ଅଞ୍ଚଳରେ ବୁଲି…
ମାଲକାନଗିରି: ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ । ଆତ୍ମସମର୍ପଣ କଲେ ହାର୍ଡକୋର ମାଓ ଦମ୍ପତିଙ୍କ ସହ ୪ ମାଓବାଦୀ । ଆଣ୍ଟି ନକ୍ସଲ ଅପରେସନରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ କୋଣ୍ଡାଗାଓଁ ପୋଲିସକୁ ମିଳିଲା ବଡ ସଫଳତା ।…
ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ ହୋଇଛି । ୯୧ ବର୍ଷ ବୟସରେ ଆଖି ବୁଜିଲେ ପଦ୍ମଶ୍ରୀ ବିନୋଦ ପଶାୟତ । ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ…
ଆଳି : ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ । କେନ୍ଦ୍ରାପଡା ଜିଲ୍ଲା ଆଳିର ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି ଋଣ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା…
ଭୁବନେଶ୍ୱର : ମହିଳା ଓ ଶିଶୁ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ପ୍ରତି ପଂଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର । ଏମାନେ ମହିଳା ବିରୋଧୀ ଅପରାଧ ହେଲେ ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ କରିବେ…
ଭୁବନେଶ୍ୱର : ନୂଆଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି । ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି । ଓଡ଼ିଶା ଭବନରେ ଓଡିଆ ଐତିହ୍ୟର ଝଲକ ରହିବ । ରାଜ୍ୟର…
ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପ କାମ ବନ୍ଦ କରାଯାଉ । ପୋଲାଭରମକୁ ନେଇ କେନ୍ଦ୍ରୀୟ ଜଳ କମିଶନଙ୍କୁ ଭେଟି ଦାବି ରଖିଲେ ବିଜେଡି ପ୍ରତିନିଧି ଦଳ । ଜଳ କମିଶନଙ୍କୁ ସ୍ମାରକପତ୍ର ଦେଲେ । ପୋଲାଭରମ ପାଇଁ ମାଲକାନଗିରିର ଅଧିକାଂଶ ଅଞ୍ଚଳ…
ନୂଆଦିଲ୍ଲୀ: ଆମେରିକାରର ଟାରିଫ୍ ୱାର ମଧ୍ୟରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ସାକ୍ଷାତ କରିଛନ୍ତି । ନୂଆଦିଲ୍ଲୀରେ ଉଭୟ ଭାରତ-ଚୀନ ସୀମା ବିବାଦ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକ…