ଓରାଙ୍ଗଉଟାନ ଉଦ୍ଧାର ଘଟଣା ; ବିହାରୀ ମାଫିଆ ଚିହ୍ନଟ
ଭୁବନେଶ୍ବର: ଭୋଗରାଇରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଦିନ ଗଡ଼ିବା ସହ ରହସ୍ୟ ବଢ଼ିବାରେ ଲାଗିଛି। କ୍ରାଇମ୍ବ୍ରାଞ୍ଚର ସ୍ବତନ୍ତ୍ର କାର୍ଯ୍ୟବଳ (ଏସଟିଏଫ୍)କୁ ଆଉ ଏକ ସୁରାକ୍ ମିଳିଛି। ଓରାଙ୍ଗଉଟାନ ଡିଲ୍ ଓ ଚାଲାଣ ସମ୍ପୃକ୍ତ ଥିବା ବିହାରର ଜଣେ ମାଫିଆଙ୍କୁ ଚିହ୍ନଟ…