ଆସନ୍ତାକାଲି ପୌଷ ପୂର୍ଣ୍ଣମୀରେ ଦେଖାଯିବ ସୁପରମୁନ୍‌

ଭୁବନେଶ୍ୱର: ଆସନ୍ତକାଲି ଅର୍ଥାତ ଜାନୁଆରୀ ୩ତାରିଖ ଦିନ ପୌଷ ପୂର୍ଣ୍ଣମୀରେ ଦେଖାଯିବ ସୁପରମୁନ୍‌ । ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ଲକ୍ଷ ୬୨ହଜାର କିମି ନିକଟରେ ରହିବ ଓ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୧୪ପ୍ରତିଶତ ବଡ ସହ…

ବିଞ୍ଝାରପୁରରେ ଲୁଟେରାଙ୍କ ଦୌରାତ୍ମ୍ୟ; ଡାଲା ଅଟୋରେ ଲୁଟି ନେଲେ ଟଙ୍କା ବୋଝେଇ ଏଟିଏମ୍‌

ବିଞ୍ଝାରପୁର: ବର୍ଷ ଆରମ୍ଭରୁ ଯାଜପୁର ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ଲୁଟି ନେଲେ ଟଙ୍କା ବୋଝେଇ ଏଟିଏମ୍‌ । ଯାଞ୍ଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଇଁଦା ବଜାରରୁ ଏକ ଡାଲା ଅଟୋରେ ଏଟିଏମ୍‌ ଲୁଟ ହୋଇଥିବା ସିସିଟିଭିରେ କଏଦ ହୋଇଛି…

ଜାନୁଆରୀ ୪ରୁ ସାତକୋଶିଆରେ କୁମ୍ଭୀର ଓ ପକ୍ଷୀଗଣନା

ଅନୁଗୁଳ: ଏବେ ଚାଲିଛି ଶୀତ ଋତୁ । ଦେଶ ବିଦେଶରୁ ବହୁ ପକ୍ଷୀଙ୍କ ଆଗମନ ହୋଇଛି ଓଡିଶାକୁ । ଏହି ଅବସରରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଥିବା ୫ଟି ବନାଞ୍ଚଳରେ ପକ୍ଷୀ ସହ କୁମ୍ଭୀର ଗଣନା ହେବ ।…

ସେୟାର ଟେଡ୍ରିଂ ଆଳରେ ୪୦ କୋଟି ଠକେଇ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସେୟାର ବଜାର ସହ ଜଡ଼ିତ ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଠକେଇର ମୁଖ୍ୟ ସନ୍ଦିଗ୍ଧକୁ ବାନ୍ଧିଲା ଇଓଡବ୍ଲୁ। ଅଭିଯୁକ୍ତଙ୍କ ନାମ ଅମିତ ମଣ୍ଡଳ ବୋଲି ଜଣାପଡ଼ିଛି। ଡିସେମ୍ବର ୩୧ ତାରିଖ ଦିନ ପଶ୍ଚିମବଙ୍ଗର ବାଙ୍କୁରାରୁ ଉକ୍ତ ବ୍ୟକ୍ତିଙ୍କୁ ଗିରଫ…

ପୁରୀ ଦୁର୍ଘଟଣା: ମୃତ ନାବାଳକର ପରିବାରକୁ ୪ ଲକ୍ଷ ଅନୁକମ୍ପା ରାଶି

ପୁରୀ: ପୁରୀ ବଳଗଣ୍ଡି ଛକରେ ସଡ଼କ ଦୁର୍ଘଟଣାରେ ବୋଲେରୋ ଓ ସ୍କଟି ଧକ୍କାରେ ଜଣେ ନାବାଳକ ମୃତ୍ୟୁ ହୋଇଛି । ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର…

ଆସନ୍ତା ୧୦ରୁ PUCC ପାଇଁ ମିଳିବ ଗ୍ରୀନ୍ ଷ୍ଟିକର୍

ଭୁବନେଶ୍ବର: ଓଡ଼ିଶା ପରିବହନ ବିଭାଗ ଜାନୁଆରୀ ୧୦ ତାରିଖରୁ ରାଜ୍ୟବ୍ୟାପୀ ‘ଗ୍ରୀନ୍ ଷ୍ଟିକର’ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରିଛି। ଜାନୁଆରୀ ୧୦ ତାରିଖ ପୂର୍ବରୁ PUCC ପାଇଥିବା ଯାନଗୁଡ଼ିକ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ରେ ସ୍ୱତନ୍ତ୍ର କାଉଣ୍ଟର…

ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ, ଲାଗିବ ୧୦୦ଟି ସିସିଟିଭି

ଭୁବନେଶ୍ୱର: ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ। ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ। ମୋଟ ସାତୋଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ। ତେବେ ଯାତ୍ରା ସମୟରେ…

ଲୋକସେବା ଭବନରେ ରିଲ୍ସ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରିଲ୍ସ କରିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ଆଜି କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ ଗୃହ ବିଭାଗ ଆଗକୁ ଗାଇଡ୍‌ ଲାଇନ୍‌ ଆଣିବ । ଲୋକସେବା ଭବନରେ ରିଲ୍ସ କରିବା…

ଅଶୋକ ସ୍ତମ୍ଭକୁ ଘେରି ରହିଥିବା ହୋର୍ଡିଂ ହଟାଇଲା ବିଏମସି

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶାର ରାଜଧାନୀ କଟକ ରୋଡ୍-ସତ୍ୟନଗର ଓଭରବ୍ରିଜ୍ ଜଙ୍କସନ୍‌ରେ ନୂତନ ବର୍ଷର ଶୁଭେଚ୍ଛା ଲେଖାଥିବା ଅନେକ ରାଜନୈତିକ ହୋର୍ଡିଂକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ହଟାଇ ଦେଇଛି। ଏହି ହୋର୍ଡିଂଗୁଡ଼ିକ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ…

ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ୱ: ଦେଓରଞ୍ଜନ ସିଂହ ଉନ୍ନୟନ କମିଶନର, ରାଜେଶ ପ୍ରଭାକର ପାଟିଲ SRC

ଭୁବନେଶ୍ୱର: ନୂଆବର୍ଷର ପ୍ରଥମ ଦିନରେ ହିଁ ସରକାର ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିଶନର ଭାବେ ୧୯୯୩ ବ୍ୟାଚର ବରିଷ୍ଠ ପ୍ରଶାସକ ଦେଓରଞ୍ଜନ କୁମାର ସିଂହଙ୍କୁ ରାଜ୍ୟ…