ବର୍ତ୍ତମାନ, ସାରା ଦେଶରେ ପ୍ରାୟ ୧୫.୪ ନିୟୁତ ବ୍ୟବସାୟ GST ବ୍ୟବସ୍ଥା ଅଧୀନରେ ପଞ୍ଜିକୃତ। ସରକାର ବିଶ୍ୱାସ କରନ୍ତି ଯେ ନୂତନ ସରଳୀକୃତ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ନୂତନ ବ୍ୟବସାୟଗୁଡ଼ିକ GSTରେ ସାମିଲ ହେବା ସହଜ ହେବ, ଏହାଦ୍ୱାରା ଟିକସ ଆଧାର ବିସ୍ତାର ହେବ ଏବଂ ସ୍ୱଚ୍ଛତା ବୃଦ୍ଧି ପାଇବ। ଏହା ମଧ୍ୟ ଇଜ୍ ଅଫ ଡୁଇଙ୍ଗ ବିଜନେସକୁ ପ୍ରେତ୍ସାହିତ କରିବ ।