ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସେବା ମୋଟ ୪ ଦିନ ଭିତରେ ୧୬୭୩ ଜଣ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଇଛି । ପ୍ରଥମ ଦିନରେ ୩୩୮ ଜଣ, ଦ୍ଵିତୀୟ ଦିନରେ ୫୦୪ ଜଣ ତୃତୀୟ ଦିନରେ ୫୧୭ ଜଣ, ଏବଂ ୪ଦିନରେ ୩୦୩ ଜଣ ଓ ଗୁରୁତର ୧୧ ଜଣ ରୋଗୀ ଙ୍କର ଅପରେସନ କରାଯାଇଛି । ମାଗଣାରେ ସମସ୍ତ ପ୍ରକାର ପରୀକ୍ଷା ଓ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଥିବା ନେଇ ସୂଚନା ରହିଛି ।
କାର୍ଡିଓଲୋଜିରେ ୩୧୮ ଜଣ,ନ୍ୟୁରୋଲୋଜୀରେ ୪୯୭ଜଣ, ଗାଷ୍ଟ୍ରୋଏଣ୍ଟେରୋଲୋଜିରେ ୩୪୮ଜଣ, ନେଫ୍ରୋଲୋଜିରେ ୨୬୪ଜଣ, ୟୁରୋ ଲୋଜି ରେ ୨୩୫ ଜଣ, ଗୁରୁତର ସର୍ଜରୀ ରେ ୧୧ଜଣ ଚିକିତ୍ସିତ ହୋଇଛନ୍ତି ।

