G a0 nqxwaaogtj

ଭୁବନେଶ୍ୱର: ଷ୍ଟାର୍ଟଅପରେ ଓଡ଼ିଶାର ରାଙ୍କ୍‌ ଖସିବା ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ପୂର୍ବ ବିଜେଡି ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହି ରିପୋର୍ଟ ୧ ଜାନୁଆରୀ ୨୦୨୩ରୁ ୩୦ ନଭେମ୍ବର ୨୦୨୪ ମଧ୍ୟରେ ହୋଇଥିବା ମନ୍ତ୍ରୀ କହିଛନ୍ତି । ବିଜେପି ୨୦୨୪ ଜୁନ୍‌ ୧୨ରେ ସରକାରକୁ ଆସିଲା, ବିଜେପି ସରକାରକୁ କେବଳ ଏହି ସମୟରେ ୬ମାସ ମିଳିଥିଲା । ରାଙ୍କ୍‌ କେମିତି ବିଜେପି ସରକାର ୬ମାସରେ ଖସାଇ ଦେଲେ କୁହନ୍ତୁ । ବିଜେପି ସରକାରକୁ ଆସିବାଠୁ ୨୫୫୦ ଷ୍ଟାର୍ଟଅପ୍‌ କରିଛି । ଗାଁ ଗାଁରେ ଯୁବବର୍ଗଙ୍କୁ ଷ୍ଟାର୍ଟଅପରେ ସୁବିଧା ଯୋଗାଉଛି ବିଜେପି ସରକାର ।

Share