ଋଷର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍ !
କିଭ୍ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ରେଳସେବା ଉପରେ ଋଷିଆର ଭୟଙ୍କର ଆକ୍ରମଣ ଜାରି ରହିଛି। ଋଷର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ଯୋଗୁଁ ୟୁକ୍ରେନର ଶହ ଶହ ରେଳ ଇଞ୍ଜିନ୍ ନଷ୍ଟ ହୋଇଯାଇଛି, ଯାହାଫଳରେ…