ଚିନ୍ମୟ ଦାସଙ୍କୁ ଝଟ୍କା: ପୁଣି ଜାମିନ ଆବେଦନ ଖାରଜ କଲେ ବାଂଲାଦେଶ ଅଦାଲତ
ଢାକା: ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଆଉ ଏକ ଝଟ୍କା ଲାଗିଛି। ଦେଶଦ୍ରୋହ ଅଭିଯୋଗରେ ଢାକା ପୁଲିସ ଦ୍ଵାରା ଗିରଫ ହୋଇ ଜେଲରେ ଥିବା ଚିନ୍ମୟକୃଷ୍ଣ ଦାସଙ୍କ ଜାମିନ ଆବେଦନ ଖାରଜ ହୋଇଛି। ବାଂଲାଦେଶର ଚଟ୍ଟୋଗ୍ରାମର…